ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)- ଆମିଷ ନ ଖାଉଥିବା ଲୋକେ ମୁଖ୍ୟତଃ ଛତୁ ଓ ପନିର ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ସମସ୍ତେ ଏହାର ମସାଲା କରି, ଭାତ, ରୁଟି କିମ୍ୱା ନାନରେ ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଛତୁ ଓ କୋଶଳା ଶାଗର ଏକ ୟୁନିକ୍ ଆଇଟମ୍ ପ୍ରସ୍ତୁତି ବିଷୟରେ କହିବୁ, ଯାହାକି ଆପଣ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା କୋଶଳା ଶାଗ, ଛତୁ ତାୱା ଫ୍ରାଏର ପ୍ରସ୍ତୁତି ସମ୍ପର୍କରେ।
ଆବଶ୍ୟକ ସାମଗ୍ରୀ: କୋଶଳା ଶାଗ, ଛତୁ, ସୁଇଟ୍ କର୍ଣ୍ଣ , ପିଆଜ, କଞ୍ଚା ଲଙ୍କା, ଅଦା ରସୁଣ, ଚାଉଳ ସୁଜି, ଲୁଣ, ଲେମ୍ୱୁ, କର୍ଣ୍ଣଫ୍ଲୋର, ସିଝା ଆଳୁ।
ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ କଟା ଶାଗରେ ଅନ୍ୟ ସବୁ ସାମଗ୍ରୀ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ତାୱା ବସାଇ ରିଫାଇନ ତେଲ ଗରମ କରନ୍ତୁ। ଏହାପରେ ଶାଗ, ଛତୁ ଗୋଳାକୁ ଛୋଟ ଛୋଟ ଚଟକା ପରି କରି ତାୱାରେ ପକାନ୍ତୁ।
ଗ୍ୟାସକୁ ସିମ୍ ରଖନ୍ତୁ। କିଛି ସମୟ ପରେ ତାହାକୁ ଓଲଟାଇ ଦିଅନ୍ତୁ। ୨ ପାର୍ଶ୍ୱ ଭାଜି ହୋଇଗଲା ପରେ ତାୱାରୁ ବାହାର କରି ଗରମା ଗରମ ପରସନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...