Advertisment

ପୁରୀ: ପୋଡ଼ପିଠା ଖାଇବାକୁ ମାଉସୀ ମା’ଙ୍କ ପାଖରେ କାହିଁକି ଅଟକନ୍ତି ମହାପ୍ରଭୁ ?

ଚତୁର୍ଦ୍ଧା ବିଗ୍ରହଙ୍କର ଫେରନ୍ତା ଯାତ୍ରାକୁ ‘ବାହୁଡ଼ା ଯାତ୍ରା’

ଅଦ୍ୟତନ ହୋଇଛି
Puri Bahuda Jatra 2023

Puri Bahuda Jatra 2023

Advertisment

ଚତୁର୍ଦ୍ଧା ବିଗ୍ରହଙ୍କର ଫେରନ୍ତା ଯାତ୍ରାକୁ ‘ବାହୁଡ଼ା ଯାତ୍ରା’ କୁହାଯାଏ। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପୂର୍ବକ ରଥାରୁଢ଼ ହୋଇଥା’ନ୍ତି। ସେମାନେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ରଥରେ ବସି ଫେରିଥାନ୍ତି। କାଳିଆର ଏହି ଅପୂର୍ବ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ  odishareporter.in

Advertisment
  • Jun 28, 2023 18:56 IST

    ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

  • Jun 28, 2023 18:29 IST

    ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

  • Jun 28, 2023 18:03 IST

    ସିଂହଦ୍ୱାରରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ ରଥ

  • Jun 28, 2023 17:02 IST

    ପୋଡ଼ପିଠା ଖାଇବାକୁ ମାଉସୀ ମାଆଙ୍କ ପାଖରେ ଅଟକିଲେ ମହାପ୍ରଭୁ

  • Jun 28, 2023 16:42 IST

    ପୋଡ଼ପିଠା ଖାଇବାକୁ ମାଉସୀ ମା’ଙ୍କ ପାଖରେ କାହିଁକି ଅଟକନ୍ତି ମହାପ୍ରଭୁ ?

    ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକରେ ରହିଛି ପ୍ରସିଦ୍ଧ ମାଉସୀ ମା’ ବା ଅର୍ଦ୍ଧାଶିନୀ ମନ୍ଦିର। ରଥଯାତ୍ରାରେ ନୀଳକନ୍ଦରରୁ ରଥଯାତ୍ରାରେ ଭକ୍ତଗଣଙ୍କ ଗହଣକୁ ଆସିଥିବା ମହାପ୍ରଭୁ ବାହୁଡ଼ା ବେଳେ ଏହି ମନ୍ଦିର ନିକଟରେ ଅଟକନ୍ତି ଓ ମାଉସୀ ମା’ ମନ୍ଦିରରେ ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। ଏହି ଦିବ୍ୟା ଲୀଳା ପଛରେ ଅନେକ କିମ୍ୱକନ୍ତି ଓ ପୌରାଣିକ କଥାବସ୍ତୁ ରହିଥିବା ଜଣାଯାଏ।... ଅଧିକ ପଢ଼ନ୍ତୁ

  • Jun 28, 2023 16:14 IST

    ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି।

  • Jun 28, 2023 16:10 IST

    ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ୬ ଜଣ ଆହତ

  • Jun 28, 2023 14:09 IST

    ହୁଳହୁଳି ଓ ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଶରଧାବାଲି, ଗଡ଼ିଲା ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ

  • Jun 28, 2023 13:37 IST

    ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ

  • Jun 28, 2023 13:05 IST

    ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ

  • Jun 28, 2023 12:27 IST

    ଜଗତର ନାଥ ଜଗନ୍ନାଥଙ୍କ ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ

  • Jun 28, 2023 12:12 IST

    ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ‘ଛେରାପହଁରା’ କରୁଛନ୍ତି ଗଜପତି ମହାରାଜ

  • Jun 28, 2023 11:58 IST

    ଶ୍ରୀବଳଭଦ୍ରଙ୍କ ରଥରେ ‘ଛେରା ପହଁରା’ କରୁଛନ୍ତି ଗଜପତି

  • Jun 28, 2023 11:05 IST

    ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି, ନୀଳକନ୍ଦରକୁ ଫେରିବେ ମହାପ୍ରଭୁ

    ଶେଷ ହେଲା ତିନି ଠାକୁରଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାରୁଢ଼ ହୋଇଛନ୍ତି ତିନି ଠାକୁର। ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇଛନ୍ତି। ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିରରୁ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି। ... ଅଧିକ ପଢ଼ନ୍ତୁ

  • Jun 28, 2023 09:30 IST

    ବାଜୁଛି ବିଜେ କାହାଳୀ, ଚାଲିଛି ପହଣ୍ଡି ବିଜେ, ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଜଗତର ନାଥ ଜଗନ୍ନାଥ

  • Jun 28, 2023 08:58 IST

    ବାଜୁଛି ବିଜେ କାହାଳୀ, ଚାଲିଛି ଶ୍ରୀ ଦେବୀସୁଭଦ୍ରାଙ୍କ ପହଣ୍ଡି ବିଜେ

  • Jun 28, 2023 08:37 IST

    ବାଜୁଛି ବିଜେ କାହାଳୀ, ଚାଲିଛି ଶ୍ରୀ ବଳଭଦ୍ରଙ୍କ ପହଣ୍ଡି

  • Jun 28, 2023 08:29 IST

    ଧାଡ଼ି ପହଣ୍ଡିରେ ଦର୍ପଦଳନରେ ବିରାଜମାନ କଲେ ଶ୍ରୀସୁଦର୍ଶନ

  • Jun 28, 2023 07:48 IST

    ସବୁ ସେହି ମହାବାହୁଙ୍କ ପାଇଁ

  • Jun 28, 2023 07:18 IST

    ଆଜି ବାହୁଡ଼ା, ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ

    ଜନ୍ମବେଦିରେ ସରିଲା ଲୀଳାଖେଳା। ଆଜି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଅଧିକ ପଢ଼ନ୍ତୁ...

Ratha Yatra Puri Bahuda Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe