Snana Purnima 2024 Live Updates: ସ୍ନାନଯାତ୍ରା- ଘଡ଼ିକୁ ଘଡ଼ି

ଗ୍ରୀଷ୍ମ ଯାଉଛି। ବର୍ଷା ଆସୁଛି। ବାୟୁରେ ଆର୍ଦ୍ରତା। ଦେହରେ ଗରମ ଓ ଗୁଳୁଗୁଳି। ତାତିରୁ ମୁକ୍ତି ପାଇଁ ଦରକାର ମୁଣ୍ଡବୁଡ଼ା ଗାଧୁଆ। ସେଇଆ କରନ୍ତି ମହାପ୍ରୁ। ଆଜି ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା। ୧୦୮ ଗରା ପାଣିରେ ଗାଧୋଇବେ ଦିଅଁ। ବେଶ ହେବେ। ଭକ୍ତଜନଙ୍କୁ ହାତୀ ବେଶରେ ଦର୍ଶନ ଦେବେ। ତାହାରି ବିବରଣୀ ଦେଖନ୍ତୁ ଓ ପଢ଼ନ୍ତୁ, ଏଠି ଏଇ ପୃଷ୍ଠାରେ, ଘଡ଼ିକୁ ଘଡ଼ି। ସ୍ନାନ ଯାତ୍ରାର ଟିକିନିକି ଖବର ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ. odishareporter.in

Deva Snana Purnima 2024 Live Updates | Odisha Reporter PhotoOdisha Reporter

Deva Snana Purnima 2024 Live Updates | Odisha Reporter

Jitendra Garnayak
  • Published: Saturday, 22 June 2024
  • Updated: 23 June 2024, 07:24 AM IST

Sports

Latest News

ଦିବ୍ୟ ସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବେଶ

Posted by:-Jitendra Garnayak, 7 months ago (Saturday, 22 Jun 2024)

ପଟ୍ଟଦିଅଁ କଥା

ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି, ଦେଖନ୍ତୁ କିଛି ଫଟୋ

Posted by:-Jitendra Garnayak, 7 months ago (Saturday, 22 Jun 2024)

ସ୍ନାନ ମଣ୍ଡପରେ ଛେରା ପହଁରା ନୀତି

Posted by:-Jitendra Garnayak, 7 months ago (Saturday, 22 Jun 2024)

ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ସମୟରେ ସରିବ ବୋଲି ଆଶା କରୁଛୁ

Posted by:-Tapaswini Nayak, 7 months ago (Saturday, 22 Jun 2024)

ପୁରୀରେ ବର୍ଷା; ଭିଜିଲେ ଭକ୍ତ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଆମର ପରମ ସୌଭାଗ୍ୟ ଯେ ଆଜି ମହାପ୍ରଭୁଙ୍କ ସ୍ନାନବେଦୀ ତଳେ ନାଚୁଛୁ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଗଦା ଧରି ବଡ଼ ଦାଣ୍ଡରେ ନାଚୁଛନ୍ତି ହନୁମାନ ବେଶଧାରୀ ଭକ୍ତ

Posted by:-Tapaswini Nayak, 7 months ago (Saturday, 22 Jun 2024)

ମହାପ୍ରଭୁଙ୍କ ଆଗରେ ବିଭୋର ହୋଇ ନାଚୁଛନ୍ତି ଭକ୍ତ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଚାଲିଛି ଚତୁର୍ଦ୍ଧା ବିଗ୍ରହଙ୍କ ଜଳ ବିଜେ ନୀତି

Posted by:-Tapaswini Nayak, 7 months ago (Saturday, 22 Jun 2024)

ଜଗା ଦ୍ୱାରରେ କୁନି ସେବାୟତ

Posted by:-Tapaswini Nayak, 7 months ago (Saturday, 22 Jun 2024)

ସ୍ନାନ ବେଦୀରେ ମଙ୍ଗଳ ଆଳତୀ, ମଇଲମ ସମ୍ପନ୍ନ

Posted by:-Niharika Rout, 7 months ago (Saturday, 22 Jun 2024)

ତୋ ମହାପ୍ରସାଦ ଟିକେ ମିଳୁରେ ମୋତେ କାଳିଆ

Posted by:-Tapaswini Nayak, 7 months ago (Saturday, 22 Jun 2024)

ମହାପ୍ରଭୁଙ୍କୁ ଦେଖିବା ପାଇଁ ଭାବବିହ୍ୱଳ ଭକ୍ତ

Posted by:-Tapaswini Nayak, 7 months ago (Saturday, 22 Jun 2024)

ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ତଡ଼ପ ଲାଗି, ଅବକାଶ ନୀତି ସମ୍ପନ୍ନ

Posted by:-Niharika Rout, 7 months ago (Saturday, 22 Jun 2024)

ଚତୁର୍ଦ୍ଧା ମୂରତିଙ୍କ ତଡ଼ପ ଲାଗି, ଅବକାଶ ନୀତି ସମ୍ପନ୍ନ

Posted by:-Tapaswini Nayak, 7 months ago (Saturday, 22 Jun 2024)

ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ ସମ୍ପନ୍ନ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଳୁହୁଳି ଓ ହରି ବୋଲରେ କମ୍ପୁଛି ବଡ଼ ଦାଣ୍ଡ

Posted by:-Tapaswini Nayak, 7 months ago (Saturday, 22 Jun 2024)

କାଳିଆକୁ ଦେଖିବାକୁ ଭକ୍ତଙ୍କ ପ୍ରବଳ ଗହଳି

Posted by:-Tapaswini Nayak, 7 months ago (Saturday, 22 Jun 2024)

ସ୍ନାନବେଦୀରେ ବିରାଜିଲେ କାଳିଆ ସାଆନ୍ତ

Posted by:-Niharika Rout, 7 months ago (Saturday, 22 Jun 2024)

ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ପାଇଁ ପୁରୀରେ ପ୍ରବଳ ଭିଡ଼, ଭଗବାନଙ୍କୁ ଦେଖିବାକୁ ଆକୁଳ ଭକ୍ତ

Posted by:-Tapaswini Nayak, 7 months ago (Saturday, 22 Jun 2024)

ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଭିଡ଼; ଜାଣନ୍ତୁ କିପରି ପ୍ରବେଶ ଓ ପ୍ରସ୍ଥାନ କରିବେ

Posted by:-Niharika Rout, 7 months ago (Saturday, 22 Jun 2024)
  • ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇବେ । ... ଆହୁରି ପଢ଼ନ୍ତୁ

ଦେବସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଜଗିଛି ପୁଲିସ

Posted by:-Tapaswini Nayak, 7 months ago (Saturday, 22 Jun 2024)

ଆଜି ଦେବସ୍ନାନ ପୂର୍ଣ୍ଣମୀ, ଅପରାହ୍ନ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ

Posted by:-Niharika Rout, 7 months ago (Saturday, 22 Jun 2024)
  • ଆଜି ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସୁଛନ୍ତି ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ।... ଆହୁରି ପଢ଼ନ୍ତୁ

ଦେବସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଜଗିଛି ପୁଲିସ ; ୬୮ ପ୍ଲାଟୁନ ଫୋର୍ସ ମୃତୟନ

Posted by:-Tapaswini Nayak, 7 months ago (Saturday, 22 Jun 2024)
  • ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳୁ ସକାଳୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।...ଆହୁରି ପଢ଼ନ୍ତୁ 

ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ, ଜାଣନ୍ତୁ ରଥଯାତ୍ରାର ସମସ୍ତ ନୀତିକାନ୍ତି

Posted by:-Sonali Kabi, 7 months ago (Saturday, 22 Jun 2024)
  • ଚଳିତ ବର୍ଷ ମହାପ୍ରଭୁଙ୍କ ମହାପର୍ବ ରଥଯାତ୍ରା ପାଇଁ କେଉଁ ଦିନ କି କି ନୀତିକାନ୍ତି ଅନୁଷ୍ଠିତ ହେବ, ଜାଣନ୍ତୁ...

ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା; ୯୬ ବର୍ଷ ବୟସରେ ବୁଣୁଛନ୍ତି ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର

Posted by:-Sonali Kabi, 7 months ago (Saturday, 22 Jun 2024)
  • ବୟସ ୯୬ ବର୍ଷ ଛୁଇଁଲାଣି । ଆଖିକୁ ଭଲରେ ଦିଶୁନି, କାନକୁ ଉଚ୍ଚ କରି କହିଲେ ଶୁଭୁଛି । ଅଣ୍ଟା ନଇଁ ଗଲାଣି। ଏ ବୟସରେ ବି ସେ ଥକି ପଡିନାହାନ୍ତି । କାହିଁକି ନା କଳିଆ ପୁଅ ତାର ନୂଆ ପାଟ ପିନ୍ଧିବ ବୋଲି କ୍ଷୁଣ ଶରୀରରେ ବି ଶକ୍ତି ଗୋଟାଇ ବସିପଡୁଛନ୍ତି ଅରଟ ପାଖରେ। ଆଉ ସତେ ଯେମିତି କୋଟି ଓଡ଼ିଆର ଗେହ୍ଲା ପୁଅ ଅଳି କରି ଏ ମାଉସୀର ହାତ ତିଆରି ବସ୍ତ୍ର ପିନ୍ଧିବାକୁ ଅନେଇ ବସୁଛି। ଦେଖନ୍ତୁ ପୂରା ରିପୋର୍ଟ...

ସଜେଇ ହୋଇଛି ସ୍ନାନବେଦୀ

Posted by:-Sonali Kabi, 7 months ago (Saturday, 22 Jun 2024)
  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି। ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ଅଧିକ ପଢ଼ନ୍ତୁ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos