ନିଶାଡ଼ି ଯୁବତୀଙ୍କ ଠିଆପାଲା !

  • Published: Wednesday, 18 October 2023
  • , Updated: 18 October 2023, 11:26 AM IST

ତଣ୍ଟି ପର୍ଯ୍ୟନ୍ତ ନିଶା ଖାଇଛନ୍ତି ଯୁବତୀ ! ପଚାରିଲେ ଠିକ ଭାବେ କଥା ବି କହିପାରୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ଯୁବତୀ ଜଣଙ୍କ ଦହିବରା ଖାଇବା ପରେ ଦୋକାନୀଙ୍କ ମୋବାଇଲ ଫୋନ ଧରି ଚାଲିଗଲେ। ଯେତେବେଳେ ଦହିବରା ଦୋକାନୀ ତାଙ୍କୁ ମୋବାଇଲ ଫୋନ ମାଗିଲେ, ସେତେବେଳେ ନିଶାସକ୍ତ ଯୁବତୀ ନିଜର ରୂପ ଦେଖାଇବା ଆରମ୍ଭ କରିଦେଲେ।

Related story