ରାଜ୍ୟକୁ ମଦମୁକ୍ତ ଦାବିରେ ବିକ୍ଷୋଭ

ମଦ ମୁକ୍ତ ଓଡିଶା ଦାବିରେ ରାଜଧାନୀରେ ଗର୍ଜିଲେ ଶହ ଶହ ମହିଳା । ରାଜ୍ୟରେ ନିଶା ନିବାରଣ ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି ।

Manoj Swain
  • Published: Thursday, 23 November 2023
  • Updated: 23 November 2023, 04:15 PM IST

Sports

Latest News

ମଦ ମୁକ୍ତ ଓଡିଶା ଦାବିରେ ରାଜଧାନୀରେ ଗର୍ଜିଲେ ଶହ ଶହ ମହିଳା । ରାଜ୍ୟରେ ନିଶା ନିବାରଣ ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଯଦି ସରକାର ଦାବି ନ ମାନନ୍ତି ତେବେ ଆଗାମୀ ନିର୍ବାଚନରେ ଲୋକେ ଉଚିତ୍‌ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ନବକୃଷ୍ଣ ଚୌଧୁରୀଙ୍କର 124 ତମ ଜନ୍ମ ଜୟନ୍ତୀ ଅବସରରେ ନିଶା ନିବାରଣ ଅଭିଯାନ ତରଫରୁ ଏହି ସଂଗ୍ରାମ କରାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos