ରାଜ୍ୟକୁ ମଦମୁକ୍ତ ଦାବିରେ ବିକ୍ଷୋଭ

  • Published: Thursday, 23 November 2023
  • , Updated: 23 November 2023, 04:15 PM IST

ମଦ ମୁକ୍ତ ଓଡିଶା ଦାବିରେ ରାଜଧାନୀରେ ଗର୍ଜିଲେ ଶହ ଶହ ମହିଳା । ରାଜ୍ୟରେ ନିଶା ନିବାରଣ ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି । ଯଦି ସରକାର ଦାବି ନ ମାନନ୍ତି ତେବେ ଆଗାମୀ ନିର୍ବାଚନରେ ଲୋକେ ଉଚିତ୍‌ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ନବକୃଷ୍ଣ ଚୌଧୁରୀଙ୍କର 124 ତମ ଜନ୍ମ ଜୟନ୍ତୀ ଅବସରରେ ନିଶା ନିବାରଣ ଅଭିଯାନ ତରଫରୁ ଏହି ସଂଗ୍ରାମ କରାଯାଇଛି। 

Related story