ବସ୍ତି ବାସିନ୍ଦା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି !

  • Published: Wednesday, 22 November 2023
  • , Updated: 22 November 2023, 02:04 PM IST

ଜମିପଟ୍ଟା ପ୍ରଦାନ ଦାବିରେ ଭୁବନେଶ୍ୱର ସାଲିଆ ସାହିରେ ତେଜିଲା ଆନ୍ଦୋଳନ। ବିଧାନସଭା ଘେରାଉ ପାଇଁ ବିଶାଳ ରାଲି ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସାଲିଆ ସାହି ବସ୍ତି ବାସିନ୍ଦା। ତେବେ ଏହି ଆନ୍ଦୋଳନ ଭିତରେ ବସ୍ତି ବାସିନ୍ଦା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

Related story