ଇସଲାମାବାଦ: ଆତଙ୍କବାଦୀ ବିରୋଧୀ ଆକ୍ରମଣ ଲାଗି ପାକିସ୍ତାନ ସେନାର ପ୍ରସ୍ତୁତି

ଇସଲାମବାଦ: ପାକିସ୍ତାନୀ ସେନା ଆସନ୍ତା ସପ୍ତାହକ ମଧ୍ୟରେ ଆତଙ୍କବାଦ ବିରୋଧରେ ଶେଷ ଲଢେଇ କରିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଉତ୍ତର ୱଜରିସ୍ତାନ କବାୟଲୀ ଅଞ୍ଚଳରେ ବର୍ଷେ ପୂର୍ବରୁ ଆରମ୍ଭ କରିଥିବା ଅଭିଯାନରେ ସେନା ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ୯୦ ପ୍ରତିଶତ କାମ ସମ୍ପୂର୍ଣ୍ଣ କରି ସାରିଛି । ସେନା ଏବେ ଶାବାଲ ଶାବଲ ଘାଟି ଚାରି ପାଖରେ ସୈନିକଙ୍କୁ ମୁତୟନ କରୁଛି । ଏହି ଅଞ୍ଚଳ ଆଫଗାନିସ୍ତାନ ନିକଟରେ ରହିଛି । ତେବେ ମାନବାଧିକାର ସଙ୍ଗଠନ […]

generated

generated

Rakesh Mallick
  • Published: Monday, 29 June 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: ପାକିସ୍ତାନୀ ସେନା ଆସନ୍ତା ସପ୍ତାହକ ମଧ୍ୟରେ ଆତଙ୍କବାଦ ବିରୋଧରେ ଶେଷ ଲଢେଇ କରିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଉତ୍ତର ୱଜରିସ୍ତାନ କବାୟଲୀ ଅଞ୍ଚଳରେ ବର୍ଷେ ପୂର୍ବରୁ ଆରମ୍ଭ କରିଥିବା ଅଭିଯାନରେ ସେନା ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ୯୦ ପ୍ରତିଶତ କାମ ସମ୍ପୂର୍ଣ୍ଣ କରି ସାରିଛି । ସେନା ଏବେ ଶାବାଲ ଶାବଲ ଘାଟି ଚାରି ପାଖରେ ସୈନିକଙ୍କୁ ମୁତୟନ କରୁଛି । ଏହି ଅଞ୍ଚଳ ଆଫଗାନିସ୍ତାନ ନିକଟରେ ରହିଛି । ତେବେ ମାନବାଧିକାର ସଙ୍ଗଠନ ସେନାର ଏହି ଅଭିଯାନରେ ମାନବଧିକାରକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ଲୋକ ଓ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ତେହେରିକ ଏ ତାଲିବାନ ପାକିସ୍ତାନର କିଛି ଆତଙ୍କବାଦୀ ଲୁଚିଥିବାର ଆଶଙ୍କା କରାଯାଉଛି । ପାକିସ୍ତାନୀ ସେନାର କହିବାର ହେଲା, ଏହି ଅଭିଯାନ ଜରିଆରେ ୨୭୦୦ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ସହ ୮୦୦ ଠିକଣାକୁ ନଷ୍ଟ କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୈନା ଏବେ ଆତଙ୍କି ଅଭିଯାନ ପ୍ରସ୍ତୁତି ଚଳାଇଛି । ବାୟୁ ସେନା ପକ୍ଷରୁ ଆକ୍ରମଣ କରାଯିବା ପୂର୍ବରୁ ସୈନିକଙ୍କୁ ମୁତୟନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story