ଜୟଲଳିତାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ଆୟବର୍ହିଭୁତ ସଂପତି ଠୁଳ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନିର୍ଦ୍ଦୋଷ ଘୋଷଣା କରି ଦେଇଥିବା ରାୟ ବିରୁଦ୍ଧରେ ମଙ୍ଗଳବାର କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ସ‍ ଯୋଶେଫ୍ ଆରିଷ୍ଟଟଲ ଏହି ପିଟିସନ ଦାଖଲ କରିଛନ୍ତି। ଏଥିରେ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଜୟଲଳିତାଙ୍କ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ଉପରେ ତୁରନ୍ତ ରହିତାଦେଶ ଜାରି କରାଯାଉ ଓ ପୁଣି ଥରେ ଜୟଲଳିତାଙ୍କୁ […]

Jayalalitha

Jayalalitha

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 10:02 AM IST

Sports

Latest News

ନୂଆଦିଲ୍ଲୀ: ଆୟବର୍ହିଭୁତ ସଂପତି ଠୁଳ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନିର୍ଦ୍ଦୋଷ ଘୋଷଣା କରି ଦେଇଥିବା ରାୟ ବିରୁଦ୍ଧରେ ମଙ୍ଗଳବାର କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ସ‍ ଯୋଶେଫ୍ ଆରିଷ୍ଟଟଲ ଏହି ପିଟିସନ ଦାଖଲ କରିଛନ୍ତି। ଏଥିରେ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଜୟଲଳିତାଙ୍କ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ଉପରେ ତୁରନ୍ତ ରହିତାଦେଶ ଜାରି କରାଯାଉ ଓ ପୁଣି ଥରେ ଜୟଲଳିତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ। ସରକାର କହିଛନ୍ତି ଯେ ଯୁକ୍ତି ଉପସ୍ଥାପନ ପାଇଁ ହାଇକୋର୍ଟ ତାଙ୍କୁ ଯଥେଷ୍ଟ ସୁଯୋଗ ଦେଇ ନଥିଲେ।
କର୍ଣ୍ଣାଟକ ହାଇକୋର୍ଟ ମେ’୧୧ ତାରିଖରେ ଏଆଇଏଡିଏମକେ ମୁଖ୍ୟ ଜୟଲଳିତାଙ୍କୁ ଆୟବର୍ହିଭୁତ ସଂପତି ଠୁଳ ମାମଲାରେ ନିର୍ଦ୍ଦୋଷ ଘୋଷଣା କରିଥିଲେ। ତା’ପୂର୍ବରୁ ବାଙ୍ଗାଲୋରର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦୦ କୋଟି ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ପରେ ଜୟଲଳିତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଆଇନ ଅନୁଯାୟୀ ତାଙ୍କର ବିଧାନସଭା ସଦସ୍ୟତା ପଦ ବି ରଦ୍ଦ ହୋଇଯାଇଥିଲା। ତେବେ ହାଇକୋର୍ଟଙ୍କ ରାୟ ଆସିବା ପରେ ଜୟଲଳିତା ପୁଣି ଥରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story