ବ୍ୟାପମ୍ ଦୁର୍ନୀତି ନେଲା ପୁଣି ଏକ ଜୀବନ: ପଚରାଉଚରାର ସମ୍ମୁଖୀନ ହେଉଥିବା କନଷ୍ଟେବଳଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବ୍ୟାପମ୍ ଦୁର୍ନୀତି ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଏହି ମାମଲାରେ ବିଭିନ୍ନ କାରଣରୁ ସମ୍ପୃକ୍ତ ଥିବା ୪ଜଣଙ୍କର ଗତ ୪ଦିନ ମଧ୍ୟରେ ମୃତ୍ୟୁ ଘଟି ସାରିଲାଣି । ବ୍ୟାପମ୍ ଦୁର୍ନୀତି ମାମଲାରେ ପଚରାଉଚରାର ସମ୍ମୁଖୀନ ହେଉଥିବା ଜଣେ କନଷ୍ଟେବଳଙ୍କ ଶବ ମଧ୍ୟ ପ୍ରଦେଶ ଟିକମଗଡରେ ଏକ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ମୃତ କନଷ୍ଟେବଳଙ୍କ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ତେବେ […]

vyapam

vyapam

Rakesh Mallick
  • Published: Tuesday, 07 July 2015
  • Updated: 08 July 2015, 01:11 AM IST

Sports

Latest News

ନୂଆଦିଲ୍ଲୀ: ବ୍ୟାପମ୍ ଦୁର୍ନୀତି ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଏହି ମାମଲାରେ ବିଭିନ୍ନ କାରଣରୁ ସମ୍ପୃକ୍ତ ଥିବା ୪ଜଣଙ୍କର ଗତ ୪ଦିନ ମଧ୍ୟରେ ମୃତ୍ୟୁ ଘଟି ସାରିଲାଣି । ବ୍ୟାପମ୍ ଦୁର୍ନୀତି ମାମଲାରେ ପଚରାଉଚରାର ସମ୍ମୁଖୀନ ହେଉଥିବା ଜଣେ କନଷ୍ଟେବଳଙ୍କ ଶବ ମଧ୍ୟ ପ୍ରଦେଶ ଟିକମଗଡରେ ଏକ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ମୃତ କନଷ୍ଟେବଳଙ୍କ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ତେବେ କନଷ୍ଟେବଳଙ୍କ ମୃତ୍ୟୁ ବ୍ୟାପମ୍ ଦୁର୍ନୀତି କାରଣରୁ ହୋଇ ନ ଥିବା ସ୍ଥାନୀୟ ଏସପି କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ସାଗର ପୋଲିସ ଏକାଡେମୀ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଥିବା ଅନାମିକା କୁଶବାହା ବ୍ୟାପମ୍ ଜରିଆରେ ସବ ଇନ୍ସପେକ୍ଟର ଭାବେ ମନୋନିତ ହୋଇଥିଲେ । ଏହି ମାମଲାରେ ପ୍ରତିଦିନ ନୂଆ ବିବାଦ ସାମ୍ମାନକୁ ଆସିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଜ ତକର ବିଶେଷ ଖବରଦାତା ଅକ୍ଷୟ ସିଂ, ଜବଲପୁର ମେଡିକାଲ କଲେଜ ଡିନଙ୍କ ମୃତ୍ୟୁ ପରେ ଜଣେ ମହିଳା ଟ୍ରେନି ସବ ଇନ୍ସପେକ୍ଟର ଆତ୍ମହତ୍ୟା କରିଥିଲେ । ଏବେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, କାହାର ମୃତ୍ୟୁ ଘଟିଲେ ଅଯଥାରେ ତାହାକୁ ଏହି ମାମଲାରେ ଜୋଡା ଯାଉଛି । ତାଙ୍କ ସରକାର ସବୁ ପ୍ରକାର ଯାଞ୍ଚ ଲାଗି ପ୍ରସ୍ତୁତ ଅଛି । ହେଲେ ତାଙ୍କ ତରଫରୁ ସିବିଆଇ ଯାଞ୍ଚ କରାଯିବ ନାହିଁ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story