‘ମନ କି ବାତ’ରେ ନାରୀ ସୁରକ୍ଷା ଉପରେ ମୋଦିଙ୍କ ଜୋର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମରେ ନାରୀ ସୁରକ୍ଷା ଉପରେ ଜୋର ଦେଇଛନ୍ତି । ‘ବେଟି ବଞ୍ଚାଓ ଔର ବେଟି ବଢାଓ’ ସ୍ଲୋଗାନଙ୍କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି । ରକ୍ଷା ବନ୍ଧନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜନ ସୁରକ୍ଷା ଯୋଜନାରେ ୧୦ କୋଟି ଲୋକ ସାମିଲ ହୋଇଥିବା ସେ କହିଥିଲେ । ସ୍କୁଲରେ ଶୌଚାଳୟ ନିର୍ମାଣ କାମ ପ୍ରାୟ ଶେଷ ହେବା […]

narendra-Modi-

narendra-Modi-

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 08:27 AM IST

Sports

Latest News

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମରେ ନାରୀ ସୁରକ୍ଷା ଉପରେ ଜୋର ଦେଇଛନ୍ତି । ‘ବେଟି ବଞ୍ଚାଓ ଔର ବେଟି ବଢାଓ’ ସ୍ଲୋଗାନଙ୍କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି । ରକ୍ଷା ବନ୍ଧନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜନ ସୁରକ୍ଷା ଯୋଜନାରେ ୧୦ କୋଟି ଲୋକ ସାମିଲ ହୋଇଥିବା ସେ କହିଥିଲେ । ସ୍କୁଲରେ ଶୌଚାଳୟ ନିର୍ମାଣ କାମ ପ୍ରାୟ ଶେଷ ହେବା ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମୋଦି କହିଥିଲେ । ଏହାସହ ବର୍ଷାପାଣିକୁ ସଂରକ୍ଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଆମକୁ ପ୍ରତି ବୁନ୍ଦା ପାଣି ବଞ୍ଚାଇବାକୁ ପଡିବ । ଏହାସହ ବୃକ୍ଷରୋପଣ କରିବାକୁ ପଡିବ ବୋଲି ସେ କହିଥିଲେ । ସହରୀ ଜୀବନରେ ଉନ୍ନତି ଆଣିବାକୁ ଆମେ ଯୋଜନା ଆରମ୍ଭ କରିଛୁ । ମୋର ବିଶ୍ୱାସ ଅଛି ସହାରୀ ଜୀବନରେ ପରିବର୍ତ୍ତନ ଆଣିବାକୁ କରାଯାଇଥିବା ଯୋଜନା କାମରେ ଆସିବ ।

ବିଶ୍ୱ ଯୋଗ ଦିବସ ସମ୍ପର୍କରେ ମଧ୍ୟ ମୋଦି କହିଥିଲେ । ବିଶ୍ୱ ଯୋଗ ଦିବସରେ ଦିଲ୍ଲୀରେ ଦୁଇଟି ବିଶ୍ୱ ରେକର୍ଡ ହୋଇଛି । ଏହା ଆମ ପାଇଁ ଗର୍ବର ବିଷୟ । ବିଶ୍ୱକୁ ଭଲ ଯୋଗ ଶିକ୍ଷକ ଦେବା ଆମର କାମ ବୋଲି ସେ କହିଥିଲେ । ଏହି ଅବସରରେ ସେ ଆୟୁଷ ବିଭାଗକୁ ପ୍ରଶଂସା କରିଥିଲେ । ଆୟୁଷ ବିଭାଗ ଯୋଗକୁ ମହତ୍ୱ ଦେଲେ । ଏବେ ଆଇଟି ପ୍ରଫେସନାଲମାନେ ଯୋଗ ଉପରେ ଡାଟା ବେସ ବନାଇବା ଦରକାର ବୋଲି ମୋଦି କହିଥିଲେ ।

ତେବେ ଲଲିତ ମୋଦି ବିବାଦକୁ ନେଇ ମୋଦି ଏହି ଅବସରରେ ନିଜ ମତ ରଖିବେ ବୋଲି ସମସ୍ତେ ଆଶା କରୁଥିଲେ । ହେଲେ ମୋଦି ଏ ସମ୍ପର୍କରେ ପଦୁଟିଏ ବି କହି ନ ଥିଲେ । ଟ୍ୱିଟରଠାରୁ ନେଇ ରାଜନୀତି ସବୁ କ୍ଷେତ୍ରରେ ଲଲତି ମୋଦିଙ୍କୁ ସାହାଯ୍ୟ କରିଥିବା ପ୍ରସଙ୍ଗକୁ ନେଇ ସୁଷମା ସ୍ୱରାଜ ଓ ବସୁନ୍ଧରା ରାଜେଙ୍କୁ ସମାଲୋଚନା କରାଯାଉଛି । ବିରୋଧୀମାନେ ମୋଦି ବିବାଦକୁ ନେଇ ଫସିଥିବା ବିଜେପିର ଏହି ଦୁଇ ନେତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିବା ସହ ପ୍ରଧାନମନ୍ତ୍ରୀ ଚୁପ ରହିବାକୁ ନେଇ ପ୍ରଶ୍ନ କରୁଛନ୍ତି । ଏପରିସ୍ଥିତିରେ ‘ମନ କି ବାତରେ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କିଛି କହିବେ ବୋଲି ସମସ୍ତେ ଆଶା କରିଥିଲେ ମଧ୍ୟ ସେ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story