ମାଡ଼ିଗଲା କାର୍‌: ୫ ମୃତ, ୯ ଗୁରୁତର

ହିସାର: ମଙ୍ଗଳବାର ରାତି ପ୍ରାୟ ୨ଟା ବେଳକୁ ଏକ ହୃଦୟଥରା ଦୁର୍ଘଟଣାରେ ଫୁଟ୍‌ପାଥ୍‌ରେ ଶୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ କାର୍‌ ମାଡ଼ିଯିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ହରିୟାଣାର ହିସାର୍‌ ନିକଟରେ ଏକ ପୋଲ ଉପରେ ଘଟିଥିବା ଏହି ଦୁର୍ଘଟଣା ପୂର୍ବରୁ କିଛି ଦିନ ଧରି ରାସ୍ତା ମରାମତି ଚାଲୁଥିବାରୁ ଗୋଟିଏ ପାଖର ରାସ୍ତା ବନ୍ଦ କରାଯାଇଥିଲା। 5 killed and 9 injured as a car ran […]

accident

accident

Subrat Kumar Nayak
  • Published: Wednesday, 21 November 2018
  • Updated: 21 November 2018, 12:19 PM IST

Sports

Latest News

ହିସାର: ମଙ୍ଗଳବାର ରାତି ପ୍ରାୟ ୨ଟା ବେଳକୁ ଏକ ହୃଦୟଥରା ଦୁର୍ଘଟଣାରେ ଫୁଟ୍‌ପାଥ୍‌ରେ ଶୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ କାର୍‌ ମାଡ଼ିଯିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ହରିୟାଣାର ହିସାର୍‌ ନିକଟରେ ଏକ ପୋଲ ଉପରେ ଘଟିଥିବା ଏହି ଦୁର୍ଘଟଣା ପୂର୍ବରୁ କିଛି ଦିନ ଧରି ରାସ୍ତା ମରାମତି ଚାଲୁଥିବାରୁ ଗୋଟିଏ ପାଖର ରାସ୍ତା ବନ୍ଦ କରାଯାଇଥିଲା।
https://twitter.com/ANI/status/1065116713039974400

ଶୋଇଥିବା ଶ୍ରମିକମାନଙ୍କ ଉପରେ ଚଢ଼ିଯିବାପରେ ସାମ୍ନାରେ ଥିବା ଏକ କାର୍‌ ସହିତ ପିଟି ହୋଇଥିଲା ଏବଂ ୭୦ ଫୁଟ ଉଚ୍ଚ ଏହି ପୋଲ ତଳକୁ ଖସିପଡ଼ିଥିଲା। ମିଳିଥିବା ଖବର ଅନୁଯାୟୀ ଏହି କାର୍‌ଟି ଦିଲ୍ଲୀ ଆଡ଼କୁ ଯାଉଥିଲା।

ନିକଟରେ ଜିନ୍ଦଲର ଏକ କାରଖାନା ଥିବାରୁ ପୋଲ ଉପରୁ ଚିତ୍କାର ଶୁଣିବାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପୁଲିସ୍‌ରେ ଖବର ଦେଇଥିଲେ। କାର୍‌ ପୋଲ ତଳକୁ ଖସିଥିଲେ ମଧ୍ୟ ଚାଳକ ଠିକ୍‌ଠାକ୍‌ ଥିଲା ଏବଂ କୌଶଳ କ୍ରମେ ଖସିଯାଇଥିଲା। ପୁଲିସ୍‌ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story