କରୋନାକୁ ହରାଇଲେ ୧୦୬ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେଇଛନ୍ତି ଦିଲ୍ଲୀର ୧୦୬ ବର୍ଷୀୟ ବୃଦ୍ଧ। ସେ ଓ ତାଙ୍କ ୭୦ ବର୍ଷୀୟ ପୁଅ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତେବେ ସେ ତାଙ୍କ ପୁଅ ଅପେକ୍ଷା ଶୀଘ୍ର ଆରୋଗ୍ୟ ହୋଇଛନ୍ତି। ୧୯୧୮ରେ ମଧ୍ୟ ସ୍ପାନିସ ଫ୍ଲୁକୁ ମାତ୍ ଦେଇଥିଲେ ଏହି ବ୍ୟକ୍ତି ଜଣଙ୍କ। ସେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ […]

corona-39

corona-39

Subhransu Sekhar
  • Published: Sunday, 05 July 2020
  • Updated: 05 July 2020, 09:37 PM IST

Sports

Latest News

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେଇଛନ୍ତି ଦିଲ୍ଲୀର ୧୦୬ ବର୍ଷୀୟ ବୃଦ୍ଧ। ସେ ଓ ତାଙ୍କ ୭୦ ବର୍ଷୀୟ ପୁଅ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତେବେ ସେ ତାଙ୍କ ପୁଅ ଅପେକ୍ଷା ଶୀଘ୍ର ଆରୋଗ୍ୟ ହୋଇଛନ୍ତି। ୧୯୧୮ରେ ମଧ୍ୟ ସ୍ପାନିସ ଫ୍ଲୁକୁ ମାତ୍ ଦେଇଥିଲେ ଏହି ବ୍ୟକ୍ତି ଜଣଙ୍କ। ସେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା।

କରୋନାରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୧୦୬ ବର୍ଷୀୟ ବୃଦ୍ଧ ତାଙ୍କ ସ୍ତ୍ରୀ, ପୁଅ ଓ ଅନ୍ୟାନ୍ୟ ପରିବାର ସଦସ୍ୟ। ବୃଦ୍ଧଙ୍କ ବ୍ୟତୀତ ବାକି ପରିବାର ସଦସ୍ୟ ମଧ୍ୟ କରୋନାରୁ ଆରୋଗ୍ୟ ହୋଇଛନ୍ତି ବୋଲି ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ୧୦୨ ବର୍ଷ ତଳେ ସ୍ପାନିସ ଫ୍ଲୁ ସାରା ବିଶ୍ୱରେ ବ୍ୟାପିଥିଲା। ସେତେବେଳେ ବିଶ୍ୱର ଏକ ତୃତୀୟାଂଶ ଲୋକ ଏହି ଫ୍ଲୁର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story