୧୧ ମୃତଦେହ ମିଳିବା ଘଟଣା: ରେଜିଷ୍ଟ୍ରାରରେ ଲେଖା ଅଛି ମୃତ୍ୟୁ ପଛର କାହାଣୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛି ଦିଲ୍ଲୀ ବୁରାରୀ ଅଞ୍ଚଳରେ ଗୋଟିଏ ପରିବାରରେ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟଣା। ଗତକାଲି ସକାଳେ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲେ। ଯେଉଁଥିରେ ଗୋଟିଏ ପରିବାରର ୧୧ଜଣ ଲୋକ ଲୋକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ସେଥିରୁ ୭ଜଣ ମହିଳା ଥିବା ବେଳେ ଆଉ ୪ଜଣ ପୁରୁଷ ବ୍ୟକ୍ତି ଥିଲେ। କେବଳ ଶବ ଗୁଡିକ ରଶିରେ ଝୁଲନ୍ତା ଅବସ୍ଥାରେ ନଥିଲେ ସେମାନଙ୍କର ହାତ ବନ୍ଧା ଯାଇଥିଲା। ଯାହାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ […]

burari

burari

Rakesh Mallick
  • Published: Monday, 02 July 2018
  • Updated: 02 July 2018, 09:50 AM IST

Sports

Latest News

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛି ଦିଲ୍ଲୀ ବୁରାରୀ ଅଞ୍ଚଳରେ ଗୋଟିଏ ପରିବାରରେ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟଣା। ଗତକାଲି ସକାଳେ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲେ। ଯେଉଁଥିରେ ଗୋଟିଏ ପରିବାରର ୧୧ଜଣ ଲୋକ ଲୋକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ସେଥିରୁ ୭ଜଣ ମହିଳା ଥିବା ବେଳେ ଆଉ ୪ଜଣ ପୁରୁଷ ବ୍ୟକ୍ତି ଥିଲେ। କେବଳ ଶବ ଗୁଡିକ ରଶିରେ ଝୁଲନ୍ତା ଅବସ୍ଥାରେ ନଥିଲେ ସେମାନଙ୍କର ହାତ ବନ୍ଧା ଯାଇଥିଲା। ଯାହାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ ଥିଲା ଯେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ। ପ୍ରକୃତ ଘଟଣା କ'ଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ପୋଲିସ୍‌କୁ ଏହି ମୃତ୍ୟୁର ସୁରାଗ ମିଳିଛି।

ତଦନ୍ତ ସମୟରେ ପୋଲିସକୁ ମୃତ ଦେହ ଝୁଲୁଥିବା ଘରର ପାଖ କୋଠରୀରୁ ୨ଟି ରେଜିଷ୍ଟ୍ରାର ମିଳିଛି। ମୃତ୍ୟୁର ପ୍ରକ୍ରିୟାକୁ ନେଇ ଏହି ୨ଟି ରେଜିଷ୍ଟ୍ରାରରେ ଉଲ୍ଲେଖ ରହିଛି। ଏଥିରେ ଲେଖା ଅଛି, ‘ରାତି ଗୋଟେ ବେଳକୁ ଜପ ଆରମ୍ଭ କର। ମୃତ୍ୟୁ ପୂର୍ବରୁ ଆଖିକୁ କପଡାରେ ବାନ୍ଧି ବନ୍ଦ କର। ଫାସି ସମୟରେ ଛଟପଟ ହେବ, ତେଣୁ ହାତକୁ କାବୁ କରିବା ପାଇଁ ରଶିରେ ହାତକୁ ବାନ୍ଧି ଦିଅ। ଏହି କାମ ଶନିବାର ଏବଂ ଗୁରୁବାରେ କଲେ ଭଲ।’

burariଏଥିସହ ଦୁଇଟି ରେଜିଷ୍ଟ୍ରାରରେ ମୋକ୍ଷ ପ୍ରାପ୍ତିକୁ ନେଇ ଏକ ଲମ୍ବା କାହାଣୀ ଲେଖାଯାଇଛି। ଯେଉଁଥିରେ କୌଣସି ସାଧୁଙ୍କର ନାମ ଉଲ୍ଲେଖ ନାହିଁ।

ରେଜିଷ୍ଟ୍ରାରରେ ଲେଖାଯାଇଥିବା ହ୍ୟାଣ୍ଡରାଇଟିଂ ମୃତକ ପରିବାର ମଧ୍ୟରୁ କାହାର ସେନେଇ ପୋଲିସ ତଦନ୍ତ କରୁଛି। ଆଖ ପାଖ ପଡୋଶୀଙ୍କୁ ପଚରା ଉଚରା କରିବାରୁ ଜଣାପଡିଛି ମୃତକ ପରିବାର ଧାର୍ମିକ ଥିଲେ। ଦୁଇ ଦିନକୁ ଥରେ ସଂଧ୍ୟାରେ ତାଙ୍କ ଘରେ କୀର୍ତ୍ତନ ହେଉଥିଲା। ଘର ବାହାରେ ପ୍ରତ୍ୟେକ ଦିନ ସକାଳେ ଭିନ୍ନ ଭିନ୍ନ ଶ୍ଲୋକ ଲେଖା ଯାଉଥିଲା। ପରିବାରର ସମସ୍ତ ଲୋକ ସବୁବେଳେ ବ୍ରତ ସାଙ୍ଗରେ କରନ୍ତି। ପରିବାରର ଜଣେ ବ୍ୟକ୍ତି ଗତ ୨ରୁ ୩ବର୍ଷ ହେବ ମୌନବର୍ତ୍ତରେ ଥିଲେ।

ଗତକାଲି ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସଙ୍କୁ କିଛି ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଏବଂ ସେ ସମସ୍ତ ବେକରେ ପୂଜାରେ ବ୍ୟବହୃତ ହେଉଥିବା ଚୂନରୀ ରହିଥିଲା। ପାଖ ଘରେ ଜଣେ ବୃଦ୍ଧା ମହିଳା ମୃତ ଅବସ୍ଥାରେ ପଡିଥିଲେ। ଯାହା ସନ୍ଦେହ କରାଯାଉଛି, ପରବାରର ଜଣେ ସଦସ୍ୟ ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। କାରଣ ଯେହେତୁ ସେ ମହିଳା ଜଣଙ୍କ ବୟସ୍କ ଥିଲେ ତେଣୁ ତାଙ୍କୁ ଫାସି ଲଗାଇବା ସହଜ ହେବ ନାହିଁ। ଅନ୍ୟାମାନେ ଯୋଜନା କରି ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କିଛି ଲୋକଙ୍କ ଆଖିରେ କପଡା ନଥିଲା ତେଣୁ ସେମାନେ ଶେଷରେ ଫାସି ଲଗାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story