ଆତଙ୍କବାଦୀ ଭାବି ବାନ୍ଧିଲା ପୁଲିସ, ହେଲେ ସେମାନେ ଥିଲେ...

ମୁମ୍ୱାଇ: ଆତଙ୍କବାଦୀ ଆକ୍ରମଣ ନେଇ ନିର୍ବାଚନ ବେଳେ ମୁମ୍ୱାଇ ସମେତ ଅନେକ ରାଜ୍ୟ ହାଇ ଆଲର୍ଟ ରହିଛି। ଏଭଳି ସ୍ଥିତିରେ ମୁମ୍ୱାଇର ଦୁଇ ଜଣ ଯୁବକ ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ପ୍ରଥମେ ଜଣେ ବ୍ୟାଙ୍କ ଜଗୁଆଳି ତଥା ପୂର୍ବତନ ବିଏସଏଫ ଅଧିକାରୀ ଏହି ଦୁଇ ଜଣଙ୍କୁ ଦେଖିଥିଲେ। ଏହାପରେ ସେ ମୁମ୍ୱାଇ ପୁୁଲିସକୁ ସୂଚନା ଦେଇଥିଲେ।। ମୁମ୍ୱାଇ ପୁଲିସ ଜାଣିବା ପରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ଚାରିଆଡେ ବ୍ୟାପି ଯାଇଥିଲା। ପରେ […]

terrorist

terrorist

Subhransu Sekhar
  • Published: Thursday, 30 May 2019
  • Updated: 30 May 2019, 10:52 AM IST

Sports

Latest News

ମୁମ୍ୱାଇ: ଆତଙ୍କବାଦୀ ଆକ୍ରମଣ ନେଇ ନିର୍ବାଚନ ବେଳେ ମୁମ୍ୱାଇ ସମେତ ଅନେକ ରାଜ୍ୟ ହାଇ ଆଲର୍ଟ ରହିଛି। ଏଭଳି ସ୍ଥିତିରେ ମୁମ୍ୱାଇର ଦୁଇ ଜଣ ଯୁବକ ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ପ୍ରଥମେ ଜଣେ ବ୍ୟାଙ୍କ ଜଗୁଆଳି ତଥା ପୂର୍ବତନ ବିଏସଏଫ ଅଧିକାରୀ ଏହି ଦୁଇ ଜଣଙ୍କୁ ଦେଖିଥିଲେ। ଏହାପରେ ସେ ମୁମ୍ୱାଇ ପୁୁଲିସକୁ ସୂଚନା ଦେଇଥିଲେ।। ମୁମ୍ୱାଇ ପୁଲିସ ଜାଣିବା ପରେ ଆତଙ୍କବାଦୀ ଲୁଚିଥିବା ନେଇ ଖବର ଚାରିଆଡେ ବ୍ୟାପି ଯାଇଥିଲା। ପରେ ସମସ୍ତେ ସତର୍କ ହୋଇଯାଇଥିଲେ।

ପୁଲିସ ତଦନ୍ତ କରି ଦୁଇ ବ୍ୟକ୍ତିଙ୍କୁ ବାନ୍ଧି ପଚରା ଉଚରା କରିଛି। ଦୁଇ ଜଣଙ୍କ ନାମ ବଲରାମ ଗିନଓ୍ୱାଲା, ଓ ଅରବାଜ ଖାନ୍ ବୋଲି ଜଣାପଡ଼ିଛି। ବଲିଉଡ ଅଭିନେତା ହ୍ରିତିକ ରୋଶନ ଏହଂ ଟାଇଗର ଶୋରଫଙ୍କ ଆଗାମୀ ଫିଲ୍ମରେ ଏମାନେ ସହଯୋଗୀ କଳାକାର ଭାବେ କାର୍ଯ୍ୟ କରୁଛନ୍ତି। ଫିଲ୍ମର ସ୍କ୍ରିପ୍ଟ ଅନୁଯାୟୀ ଏହି ଦୁଇ ଅଟକ ବ୍ୟକ୍ତି ଆତଙ୍କବାଦୀ ପିନ୍ଧୁଥିବା ପୋଷାକ ପିନ୍ଧିଥିଲେ।

ଅଟକ ଦୁଇ ବ୍ୟକ୍ତି ବସରେ ଯାଉଥିବା ବେଳେ ବ୍ୟାଙ୍କ ଜଗୁଆଳି ଜଣଙ୍କ ଦେଖିଥିଲେ। ହେଲେ ଉକ୍ତ ବସର ସାମ୍ନାରେ ଫିଲ୍ମ ସୁଟିଂ ଚାଲିଥିବା ଲେଖା ହୋଇଥିଲା। ଯାହାକୁ ବ୍ୟାଙ୍କ ଜଗୁଆଳି ଦେଖି ପାରିନଥିଲେ। ଫଳରେ ଏଭଳି ସ୍ଥିତି ଉପୁଜିଥିଲା ବୋଲି ଜଣାପଡ଼ିଛି।

ତେବେ ସତର୍କ କରାଇଥିବାରୁ ମୁମ୍ବାଇ ପୁଲିସ ବ୍ୟାଙ୍କ ଜଗୁଆଳିଙ୍କୁ ପୁରସ୍କାର ପ୍ରଦାନ କରିଛି। ଏଥିସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story