ୟେମେନ୍: ବିମାନ ଆକ୍ରମଣରେ ୨୦ ଭାରତୀୟ ମୃତ

ନୂଆଦିଲ୍ଲୀ: ୟେମେନର ହୋଦେଇଦା ବନ୍ଦର ଉପରେ ବିମାନ ଆକ୍ରମଣରେ ୨୦ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ୟେମେନର ହୋଦେଇଦା ବନ୍ଦର ଗାଓଁ ନିକଟସ୍ଥ ଅଲ-ଖୋଖା ଅଞ୍ଚଳରେ ସାଉଦି ଆରବ ନେତୃତ୍ୱାଧୀନ ମିଳିତ ସେନା ପକ୍ଷରୁ ଗତକାଲି ହୁଏତି ବିଦ୍ରୋହୀଙ୍କ ଉପରେ ୨୦ରୁ ଅଧିକ ବିମାନରେ ଦୁଇଟି ନୌକା ଉପରେ ବୋମା ବର୍ଷଣ କରାଯାଇଥିଲା । ଏଥିରେ ୨୦ ଭାରତୀୟ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘଟଣାର […]

20 Indians reportedly killed at Yemen's Hodeidah port, Ministry of External Affairs ascertaining facts

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 05:56 AM IST

ନୂଆଦିଲ୍ଲୀ: ୟେମେନର ହୋଦେଇଦା ବନ୍ଦର ଉପରେ ବିମାନ ଆକ୍ରମଣରେ ୨୦ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ୟେମେନର ହୋଦେଇଦା ବନ୍ଦର ଗାଓଁ ନିକଟସ୍ଥ ଅଲ-ଖୋଖା ଅଞ୍ଚଳରେ ସାଉଦି ଆରବ ନେତୃତ୍ୱାଧୀନ ମିଳିତ ସେନା ପକ୍ଷରୁ ଗତକାଲି ହୁଏତି ବିଦ୍ରୋହୀଙ୍କ ଉପରେ ୨୦ରୁ ଅଧିକ ବିମାନରେ ଦୁଇଟି ନୌକା ଉପରେ ବୋମା ବର୍ଷଣ କରାଯାଇଥିଲା । ଏଥିରେ ୨୦ ଭାରତୀୟ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘଟଣାର ଯାଞ୍ଚ ଜାରି ରହିଛି। ଏପ୍ରିଲ୍ ମାସରେ ୟେମେନରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଥିଲା।

Related story