୨୦୧୩ ବିଏମଡବ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ବିସ୍ମୟକୁ ୫ ବର୍ଷ ଜେଲ୍

ଅହମ୍ମଦାବାଦ: ବହୁ ଚର୍ଚ୍ଚିତ ଅହମ୍ମଦାବାଦ ବିଏମଡବ୍ୟୁ ହିଟ୍ ଏଣ୍ଡ ରନ୍ ମାମଲାର ଅଭିଯୁକ୍ତ ବିସ୍ମୟ ଶାହାକୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ବିଚାରପତି ପିଏମ୍ ପଟେଲ୍ ପୀଡିତଙ୍କ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ଶୁଣିବା ପରେ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାର ସାକ୍ଷୀଙ୍କୁ ବୟାନ ପରିବର୍ତ୍ତନକୁ ନେଇ ନୋଟିସ୍ ଜାରି କରିଛନ୍ତି କୋର୍ଟ । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୨୦ ହଜାର ଟଙ୍କା ଜୋରିମାନା […]

vismay-shah

vismay-shah

Rakesh Mallick
  • Published: Monday, 13 July 2015
  • Updated: 13 July 2015, 02:43 PM IST

Sports

Latest News

ଅହମ୍ମଦାବାଦ: ବହୁ ଚର୍ଚ୍ଚିତ ଅହମ୍ମଦାବାଦ ବିଏମଡବ୍ୟୁ ହିଟ୍ ଏଣ୍ଡ ରନ୍ ମାମଲାର ଅଭିଯୁକ୍ତ ବିସ୍ମୟ ଶାହାକୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ବିଚାରପତି ପିଏମ୍ ପଟେଲ୍ ପୀଡିତଙ୍କ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ଶୁଣିବା ପରେ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାର ସାକ୍ଷୀଙ୍କୁ ବୟାନ ପରିବର୍ତ୍ତନକୁ ନେଇ ନୋଟିସ୍ ଜାରି କରିଛନ୍ତି କୋର୍ଟ । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ବିସ୍ମୟ ୨୩ ଫେବୃଆରୀ ୨୦୧୩ରେ  ବସ୍ତାପୁର ସ୍ଥିତ ଲାଡ୍ ସୋସାଇଟି ନିକଟରେ ବିଏମଡବ୍ୟୁ କାରରେ ଆସୁଥିବା ସମୟରେ ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଶିବମ୍ ଦେବ ଓ ରାହୁଲ ପଟେଲଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ବିସ୍ମୟ ଫେରାର ହୋଇଯାଇଥିଲେ। କିଛି ପରେ ବିସ୍ମୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ବିସ୍ମୟ ଏକ ବର୍ଷ ଜେଲରେ ରହିସାରିଛନ୍ତି । ବର୍ତ୍ତମାନ ସେ ଜାମିନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story