ହିଟ୍ ଆଣ୍ଡ ରନ୍ ମାମଲା: ଆଗାମୀ ଶୁଣାଣି ଜୁଲାଇ ୨୦ରେ

ନୂଆଦିଲ୍ଲୀ: ହିଟ୍ ଆଣ୍ଡ ରନ୍ ମାମଲାର ଆଗାମୀ ଶୁଣାଣି ୨୦ ଜୁଲାଇରେ ବମ୍ୱେ ହାଇକୋର୍ଟ କରିବେ। ଆଜି ଏହି ମାମଲାର ଶୁଣାଣି ହେବାର ଥିଲା। ଏହି ମାମଲାର ଅଭିଯୁକ୍ତ ସଲମାନ ସେସନ କୋର୍ଟଙ୍କ ଫଇସଲାକୁ ଚ୍ୟାଲେଞ୍ଚ କରିଥିଲେ। ସୂଚନାଯୋଗ୍ୟ, ସଲମାନ ଖାଁଙ୍କୁ ସେସନ୍ କୋର୍ଟ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିଲେ। ସଲମାନ୍ ଏବେ ଜାମିନରେ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।