ଶ୍ରୀନଗର ରେଜିମେଣ୍ଟରେ ଯୋଗଦେଲେ ଜମ୍ମୁ-କାଶ୍ମୀରର ୨୨୬ ଯୁବକ

କାଶ୍ମୀର: ଜାମ୍ମୁ-କାଶ୍ମୀରର ୨୨୬ ଜଣ ଯୁବକ ସେନାରେ ଯୋଗ ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଜାମ୍ମୁ-କାଶ୍ମୀର ଲାଇଟ ଇନ୍‌ଫାଣ୍ଟାରୀ ବାଟାଲିୟନରେ ଯୋଗଦେଇଥିବା ଏହି ଯୁବକମାନେ ସଫଳତା ପାଇଛନ୍ତି। ଏବେ ଏମାନେ ଶ୍ରୀନଗର ରେଜିମେଣ୍ଟ ସେଣ୍ଟର ଅଧୀନରେ କାମ କରିବେ। ସ୍ଥାନୀୟ ଅଞ୍ଚଳରେ ହିଂସା ହେଉଥିବା ସ୍ଥାନରେ ଏହି ରେଜିମେଣ୍ଟ ଲୋକଙ୍କୁ ସୁରକ୍ଷା ଯୋଗାଇଥାଏ।

kasmiri

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 03:49 PM IST

Related story