ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଶିକ୍ଷକମାନେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି। ଦେଶର ୨୫ଟି ରାଜ୍ୟର ଶିକ୍ଷକ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଓଡିଶାରୁ ଅଖିଳ ଭାରତୀୟ ପ୍ରଥମିକ ଶିକ୍ଷକ ସଂଘ ମଧ୍ୟ ଏହି ଆନ୍ଦୋଅଳନରେ ଯୋଗଦେଇଛି।

jantarmantar