୨୬/୧୧ ମୁମ୍ବାଇ ଘଟଣାରେ ଅଧିକ ପ୍ରମାଣ ମାଗିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ନଖରାମି ଯାଉନି। ଗତକାଲି କହିଥିଲା ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଲଖଭୀର ସ୍ୱର ନମୁନା ଦିଆଯାଇପାରିବ ନାହିଁ। ଏଥିପାଇଁ ପାକିସ୍ତାନର ଆଇନ ଅନୁମତି ଦେଉନାହିଁ। ଆଉ ଆଜି କହିଛି ୨୬/୧୧ମୁମ୍ବାଇ ଆକ୍ରମଣରେ ଆହୁରି ପ୍ରମାଣ ଦରକାର। ରୁଷର ଉଫାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ଆତଙ୍କବାଦ ନିପାତ ନେଇ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଲୋଚନା କରିଥିଲେ। ଆଉ ଏହାର ତିନି ଦିନ […]

ajiz

ajiz

Rakesh Mallick
  • Published: Monday, 13 July 2015
  • Updated: 13 July 2015, 03:13 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ନଖରାମି ଯାଉନି। ଗତକାଲି କହିଥିଲା ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଲଖଭୀର ସ୍ୱର ନମୁନା ଦିଆଯାଇପାରିବ ନାହିଁ। ଏଥିପାଇଁ ପାକିସ୍ତାନର ଆଇନ ଅନୁମତି ଦେଉନାହିଁ। ଆଉ ଆଜି କହିଛି ୨୬/୧୧ମୁମ୍ବାଇ ଆକ୍ରମଣରେ ଆହୁରି ପ୍ରମାଣ ଦରକାର। ରୁଷର ଉଫାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ଆତଙ୍କବାଦ ନିପାତ ନେଇ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଲୋଚନା କରିଥିଲେ। ଆଉ ଏହାର ତିନି ଦିନ ପରେ ଏଭଳି ଆଭିମୁଖ୍ୟ ଦେଖାଇଛି ପାକିସ୍ତାନ୍। ଖାଲି ଏତିକି ନୁହେଁ, କାଶ୍ମୀରକୁ ବାଦ ଦେଇ କୌଣସି ଆଲୋଚନା କରାଯାଇପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ତଥା ବୈଦେଶିକ ବ୍ୟାପାର ଉପଦେଷ୍ଟା ସରତାଜ ଅଜିଜ୍। ୨୬/୧୧ ଘଟଣାରେ ଅଧିକ ପ୍ରମାଣ ଦରକାର ବୋଲି କହି ସେ ଏହି କଥା କହିଛନ୍ତି। ଆବଶ୍ୟକ ପ୍ରମାଣ ଦେଲା ଯାଇ ଏହା ଉପରେ କିଛି ଠୋସ ପଦକ୍ଷେପ ନିଆଯାଇପାରିବ।

ଅଜିଜଙ୍କ ଏହି ମନ୍ତବ୍ୟରୁ ଜଣାପଡ଼ିଛୁ ଯେ ପାକିସ୍ତାନ ଏହି ମାମଲାରେ ଜାଣିଶୁଣି ବିଳମ୍ବ କରିବାକୁ ଚାହୁଁଛି।

ଅନ୍ୟପକ୍ଷରେ ଏହି ମାମଲାରେ ପାକିସ୍ତାନର ଏଭଳି ୟୁଟର୍ଣ୍ଣରେ ଭାରତ ଖପ୍ପା ହୋଇଛି। ପୂର୍ବତନ ଗୃହ ସଚିବ ତଥା ଏବର ଭାଜପା ସାଂସଦ ଆର.କେ ସିଂହ କହିଛନ୍ତି ଯେ ଏ ଘଟଣାରେ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ ଯୋଗାଇ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସରକାର ସବୁ ବେଳେ ଆଇଏସଆଇ ଦ୍ୱାରା ପରିଚାଳିତ ହୋଇଥାଆନ୍ତି। ତେବେ ଭାରତ ପ୍ରଧାନମନ୍ତ୍ରୀ ମୋଦି-ସରିଫ ମଧ୍ୟରେ ହୋଇଥିବା ଆଲୋଚନା ପ୍ରକାରେ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story