ଛାତ ଭୁଶୁଡ଼ି ୩ ମୃତ, ୬ ଆହତ

ନୂଆଦିଲ୍ଲୀ: ଶନିବାର ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷ୍ଣୁ ଗାର୍ଡେନରେ ଥିବା ଗୋଟିଏ ଘରର ଛାତ ଭୁଶୁଡ଼ି ପଡ଼ିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଘରେ ମୋଟର ବାଇଣ୍ଡିଂ କାମ ହୁଏ। ସେହି ଘରେ କାମ କରୁଥିଲେ ଆହତ ବ୍ୟକ୍ତି। Delhi: Three people dead, six injured in […]

roof-collapse

Subhransu Sekhar
  • Published: Saturday, 19 December 2020
  • , Updated: 19 December 2020, 12:51 PM IST

ନୂଆଦିଲ୍ଲୀ: ଶନିବାର ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷ୍ଣୁ ଗାର୍ଡେନରେ ଥିବା ଗୋଟିଏ ଘରର ଛାତ ଭୁଶୁଡ଼ି ପଡ଼ିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଘରେ ମୋଟର ବାଇଣ୍ଡିଂ କାମ ହୁଏ। ସେହି ଘରେ କାମ କରୁଥିଲେ ଆହତ ବ୍ୟକ୍ତି।

https://twitter.com/ANI/status/1340182750448340992?s=20

Related story