ଆମେରିକା: ୩୮ହଜାର ପ୍ରବାସୀ ଭାରତୀୟ ପାଳିଲେ ସ୍ୱାଧୀନତା ଦିବସ
ୱାସିଂଟନ: ଆମେରିକାର ଏଡିସନ ସହରରେ ୩୮ ହଜାର ପ୍ରବାସୀ ଭାରତୀୟ ୬୯ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଏଡିସନ ସହରର ମେୟର ଟମ୍ ଲାନକି ଓ ଉଡବ୍ରିଜ ସହର ମେୟର ଜନ ମ୍ୟାକକୋମାକ ଯୋଗ ଦେଇଥିଲେ। ଏଥିରେ ୨୦ଟି ଦଳ ୨ କିଲୋମିଟର ରାସ୍ତାରେ ପରେଡ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭିନ୍ନ ଟକ୍ ସୋରେ ହୋଷ୍ଟର ରିଚା ଅନିରୁଦ୍ଧ, ଅଭିନେତ୍ରୀ ଅଭନୀ ମୋଦି, ପ୍ରାଚୀ ଶାହ, ମାଡ୍ଲେସା ଶର୍ମା, ସୋମକେଶ […]
38,000 attend US parade to mark I-Day
ୱାସିଂଟନ: ଆମେରିକାର ଏଡିସନ ସହରରେ ୩୮ ହଜାର ପ୍ରବାସୀ ଭାରତୀୟ ୬୯ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଏଡିସନ ସହରର ମେୟର ଟମ୍ ଲାନକି ଓ ଉଡବ୍ରିଜ ସହର ମେୟର ଜନ ମ୍ୟାକକୋମାକ ଯୋଗ ଦେଇଥିଲେ। ଏଥିରେ ୨୦ଟି ଦଳ ୨ କିଲୋମିଟର ରାସ୍ତାରେ ପରେଡ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭିନ୍ନ ଟକ୍ ସୋରେ ହୋଷ୍ଟର ରିଚା ଅନିରୁଦ୍ଧ, ଅଭିନେତ୍ରୀ ଅଭନୀ ମୋଦି, ପ୍ରାଚୀ ଶାହ, ମାଡ୍ଲେସା ଶର୍ମା, ସୋମକେଶ ସିଂହ ଓ ସୁଜାତା ମେହେତା ପ୍ରମୁଖ ସାମିଲ ହୋଇଥିଲେ।