ମହିଳାଙ୍କୁ ଅସଦାଚରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ

ବେଙ୍ଗଲୁରୁ: ବେଙ୍ଗଲୁରୁ ମହିଳାଙ୍କୁ ଅସଦାଚରଣ ଘଟଣାରେ ଚାରି ଅଭିଯୁକ୍ତଙ୍କ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବେଙ୍ଗଲୁରୁର କମାନ୍ନହଲୀ ଅଞ୍ଚଳର ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୩ ବର୍ଷ। କର୍ଣ୍ଣାଟକ ଗୃହମନ୍ତ୍ରୀ ଜି.ପରମେଶ୍ୱରଙ୍କ କହିବାନୁଯାୟୀ, ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବେଙ୍ଗଲୁରୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ନୂଆବର୍ଷ ଘଟଣାକୁ ନେଇ ସହରର ଛବିକୁ ଖରାପ କରିବା ଉଚିତ୍ ହେବ ନାହିଁ। ଅନ୍ୟପଟେ ତାଙ୍କ ଦ୍ୱାରା ଦିଆଯାଇଥିବା […]

mass_molestion

mass_molestion

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 02:57 PM IST

Sports

Latest News

ବେଙ୍ଗଲୁରୁ: ବେଙ୍ଗଲୁରୁ ମହିଳାଙ୍କୁ ଅସଦାଚରଣ ଘଟଣାରେ ଚାରି ଅଭିଯୁକ୍ତଙ୍କ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବେଙ୍ଗଲୁରୁର କମାନ୍ନହଲୀ ଅଞ୍ଚଳର ବୋଲି କୁହାଯାଉଛି। ଗିରଫ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୩ ବର୍ଷ।

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି.ପରମେଶ୍ୱରଙ୍କ କହିବାନୁଯାୟୀ, ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବେଙ୍ଗଲୁରୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ନୂଆବର୍ଷ ଘଟଣାକୁ ନେଇ ସହରର ଛବିକୁ ଖରାପ କରିବା ଉଚିତ୍ ହେବ ନାହିଁ। ଅନ୍ୟପଟେ ତାଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ଭୁଲ୍‌ ଭାବେ ପ୍ରକାଶ କରାଯାଇଛି ବୋଲି ସେ କହିଛନ୍ତି।

ଯୁବତୀଙ୍କୁ ଅସଦାଚରଣ ସମୟରେ ସିସିଟିଭି ରେକର୍ଡ ଭାଇରାଲ୍‌ ହେବା ପରେ ଏହି ଘଟଣା ଅଧିକ ଚର୍ଚ୍ଚି ହୋଇଥିଲା। ନବବର୍ଷ ପାଳନ କରି ଘରକୁ ବିଳମ୍ବିତ ରାତିରେ ଫେରିବା ସମୟରେ ମହିଳାଙ୍କ ସହ ଅସଦାଚରଣ କରାଯାଇଥିଲା। ଯାହାର ସିସିଟିଭି ଫୁଟେଜକୁ ସେହି ଅଞ୍ଚଳର ଜଣେ ବାସିନ୍ଦା ପୋଲିସକୁ ହସ୍ତାନ୍ତର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story