ହାଇଦ୍ରାବାଦ୍‌ ସିରିଏଲ୍‌ ବିସ୍ଫୋରଣ: ୟାସିନ ଭଟକଲଙ୍କ ସହ ୪ଜଣଙ୍କୁ ଫାଶି ଦଣ୍ଡାଦେଶ

ନୂଆଦିଲ୍ଲୀ: ୨୦୧୩ ହାଇଦ୍ରାବାଦ୍‌ ଦିଲସୁଖନଗର ସିରିଏଲ୍‌ ବିସ୍ପୋରଣ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ୟାସିନ ଭଟକଲଙ୍କ ସହ ଅନ୍ୟ ୪ ଜଣଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରେ ଘଟିଥିବା ଏହି  ବିସ୍ପୋରଣରେ ୧୮ଜଣଙ୍କର ମୃତ୍ୟୁ ହେବା ସହ ୧୩୦ଜଣ ଆହତ ହୋଇଥିଲେ। ଜାତୀୟ ତଦନ୍ତ କାରୀ ସଂସ୍ଥା ଏନଆଇଏ ଏହାର ତଦନ୍ତ କରୁଥିଲା। ବିସ୍ଫୋରଣର ଦେଢ ମାସ ପରେ ବିହାର-ନେପାଳ ସୀମାରୁ ଇଣ୍ଡିଆନ୍‌ ମୁଜାହିଦ୍ଦିନର ସହ ସଂସ୍ଥାପକ ଭଟକଲକୁ ଗିରଫ କରାଯାଇଥିଲା।   […]

bb

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 07:50 PM IST

ନୂଆଦିଲ୍ଲୀ: ୨୦୧୩ ହାଇଦ୍ରାବାଦ୍‌ ଦିଲସୁଖନଗର ସିରିଏଲ୍‌ ବିସ୍ପୋରଣ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ୟାସିନ ଭଟକଲଙ୍କ ସହ ଅନ୍ୟ ୪ ଜଣଙ୍କୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୧୩ରେ ଘଟିଥିବା ଏହି  ବିସ୍ପୋରଣରେ ୧୮ଜଣଙ୍କର ମୃତ୍ୟୁ ହେବା ସହ ୧୩୦ଜଣ ଆହତ ହୋଇଥିଲେ। ଜାତୀୟ ତଦନ୍ତ କାରୀ ସଂସ୍ଥା ଏନଆଇଏ ଏହାର ତଦନ୍ତ କରୁଥିଲା। ବିସ୍ଫୋରଣର ଦେଢ ମାସ ପରେ ବିହାର-ନେପାଳ ସୀମାରୁ ଇଣ୍ଡିଆନ୍‌ ମୁଜାହିଦ୍ଦିନର ସହ ସଂସ୍ଥାପକ ଭଟକଲକୁ ଗିରଫ କରାଯାଇଥିଲା।

 

 

Related story