ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପ ପରେ ସେଠାରେ ଥିବା ଲୋମ୍ବୋକ୍ ଆଇଲ୍ୟାଣ୍ଡର ମାଉଣ୍ଟ୍ ରିନଜାନି ଭୋଲ୍କାନୋରୁ ୫୪୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରଯାଇଛି।
ଏମାନଙ୍କ ମଧ୍ୟରେ ୧୮୯ ବିଦେଶୀ ପର୍ଯ୍ୟଟକ ଅଛନ୍ତି।
ଭୂକମ୍ପ ଜନିତ ଦୁର୍ଘଟଣାରେ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
ରବିବାର ଲୋମ୍ବୋକ୍ଆ ଇଲ୍ୟାଣ୍ଡରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୩୫୫ ଜଣ ଆହତ ହୋଇଥିବା ବେଳେ ୫୧୪୧ ଲୋକ ବାସହରା ହୋଇଛନ୍ତି। ୧୦୦୦ରୁ ଅଧିକ କୋଠା ଘର ନଷ୍ଟ ହୋଇଯାଇଛି।
ଇଣ୍ଡୋନେସିଆର ସ୍ପେଶାଲ ମିଲିଟାରୀ ଫୋର୍ସ, ପୁଲିସ୍ ଓ ଉଦ୍ଧାରକାରୀ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ ରବିବାର ପାହାଡ଼ରେ ୭୨୩ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୧୦୯୦ଅଭିଯାତ୍ରୀ ଚଢ଼ିଥିଲେ।
ପର୍ଯ୍ୟଟକଙ୍କ ମଧ୍ୟରେ ଚାଇନା, ୟୁଏସ୍, କାନାଡା, ବ୍ରିଟେନ୍, ଫ୍ରାନ୍ସ, ମ୍ୟାଲେସିଆ, ଥାଇଲାଣ୍ଡ, ଜର୍ମାନୀ, ସିଙ୍ଗାପୋର୍, ଅଷ୍ଟ୍ରେଲିଆ, ଜାପାନ ଏବଂ ସାଉଥ୍ କୋରିଆର ଅଧିକ ଲୋକ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।