ଦେଶର ୫୫% ଲୋକ ସାମରିକ ଶାସନ ସପକ୍ଷରେ!

ନୂଆଦିଲ୍ଲୀ: ଭାରତରେ ୮୫ ପ୍ରତିଶତ ଲୋକ ସରକାରଙ୍କ ଉପରେ ବିଶ୍ୱାସ କରନ୍ତି। କିନ୍ତୁ ବହୁତ ଲୋକ ସାମରିକ ଶାସନ ସମର୍ଥନରେ ଯୁକ୍ତି ବାଢ଼ିଛନ୍ତି। ଏକ ସର୍ଭେରୁ ଏହା ଜଣାପଡ଼ିଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ନିଜର ସର୍ଭେ ରିପୋର୍ଟରେ କହିଛି ଯେ ନିଜ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଜଣାଶୁଣା ଭାରତରେ ୫୫ ପ୍ରତିଶତ ଲୋକ ସାମରିକ ଶାସନ ସମର୍ଥନରେ ଅଛନ୍ତି। ତେବେ ବରିଷ୍ଠ ଲୋକମାନେ ଏହାକୁ ସମର୍ଥନ କରନ୍ତି ନାହିଁ।  ଏମାନଙ୍କ ମଧ୍ୟରୁ ୨୭ ପ୍ରତିଶତ ଲୋକ ମଜଭୁତ […]

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 09:24 AM IST

ନୂଆଦିଲ୍ଲୀ: ଭାରତରେ ୮୫ ପ୍ରତିଶତ ଲୋକ ସରକାରଙ୍କ ଉପରେ ବିଶ୍ୱାସ କରନ୍ତି। କିନ୍ତୁ ବହୁତ ଲୋକ ସାମରିକ ଶାସନ ସମର୍ଥନରେ ଯୁକ୍ତି ବାଢ଼ିଛନ୍ତି। ଏକ ସର୍ଭେରୁ ଏହା ଜଣାପଡ଼ିଛି।

ପ୍ୟୁ ରିସର୍ଚ୍ଚ ସେଣ୍ଟର ନିଜର ସର୍ଭେ ରିପୋର୍ଟରେ କହିଛି ଯେ ନିଜ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଜଣାଶୁଣା ଭାରତରେ ୫୫ ପ୍ରତିଶତ ଲୋକ ସାମରିକ ଶାସନ ସମର୍ଥନରେ ଅଛନ୍ତି। ତେବେ ବରିଷ୍ଠ ଲୋକମାନେ ଏହାକୁ ସମର୍ଥନ କରନ୍ତି ନାହିଁ।  ଏମାନଙ୍କ ମଧ୍ୟରୁ ୨୭ ପ୍ରତିଶତ ଲୋକ ମଜଭୁତ ନେତା ଚାହାଁନ୍ତି।

ଏହି ସର୍ଭେରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୁହାଯାଇଛି,“ଭାରତର ଅର୍ଥବ୍ୟବସ୍ଥା ୨୦୧୨ରୁ ୬.୯ ପ୍ରତିଶତ ହାରରେ ବଢୁଛି।”

Related story