ଇରାନ୍‌ ସେନା ଆକ୍ରମଣରେ ୬ ଆଇଏସ୍‌ ଆତଙ୍କୀ ମୃତ

ତେହରାନ୍‌: କେରମାନ୍‌ଶାହ ପ୍ରଦେଶରେ ଇରାନ ସେନାର ଆକ୍ରମଣରେ ୬ ଜଣ ଆଇଏସ୍‌ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ପ୍ରଦେଶର ଏକ ଅଞ୍ଚଳରେ ୧୨ ଆଇଏସ୍‌ ଆତଙ୍କୀ ଡେରା ପକାଇଥିବା ଖବର ମିଳିବା ପରେ ସେନା ଓ ସ୍ପେଶାଲ ଫୋର୍ସର ମିଳିତ ସହଯୋଗରେ କରାଯାଇଥିବା ଏହି ଆକ୍ରମଣରେ ୬ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଆତ୍ମଘାତୀ […]

jihadist-suicide-attack-kills-13-troops-near-yemen-s-mukalla

Rakesh Mallick
  • Published: Tuesday, 16 August 2016
  • , Updated: 04 May 2017, 03:44 PM IST

ତେହରାନ୍‌: କେରମାନ୍‌ଶାହ ପ୍ରଦେଶରେ ଇରାନ ସେନାର ଆକ୍ରମଣରେ ୬ ଜଣ ଆଇଏସ୍‌ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ପ୍ରଦେଶର ଏକ ଅଞ୍ଚଳରେ ୧୨ ଆଇଏସ୍‌ ଆତଙ୍କୀ ଡେରା ପକାଇଥିବା ଖବର ମିଳିବା ପରେ ସେନା ଓ ସ୍ପେଶାଲ ଫୋର୍ସର ମିଳିତ ସହଯୋଗରେ କରାଯାଇଥିବା ଏହି ଆକ୍ରମଣରେ ୬ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି।

ସେମାନଙ୍କଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବେଲ୍ଟ ଜବତ କରାଯାଇଛି।

Related story