ଚୀନ୍‌: ବନ୍ୟାରେ ଭାସିଗଲା କାର,୭ ମୃତ,ଜଣେ ନିଖୋଜ

ବେଜିଂ: ଚୀନର ଉତ୍ତରପୂର୍ବ ଶାନ୍‌ଝି ପ୍ରଦେଶରେ ବନ୍ୟାରେ ଏକ କାର ଭାସି ଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ଏହି ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ନଦୀରେ ବନ୍ୟା ଆସିଥିଲା। ବନ୍ୟାର ପ୍ରକୋପ ଏପରି ଥିଲା ରାସ୍ତା ଭାଙ୍ଗି ସହରକୁ ପ୍ରବେଶ କରିଥିଲା। ଏହି ସମୟରେ ରାସ୍ତା ଦେଇ ପାସ କରୁଥିବା ୫ଟି କାର ଭାସିଯାଇଥିଲା। ପୋଲିସ କହିବା ମୁତାବକ ବନ୍ୟାରେ ଭାସିଯାଉଥିବା […]

7 killed, 1 missing in China as cars swept away

Rakesh Mallick
  • Published: Wednesday, 17 August 2016
  • , Updated: 04 May 2017, 03:44 PM IST

ବେଜିଂ: ଚୀନର ଉତ୍ତରପୂର୍ବ ଶାନ୍‌ଝି ପ୍ରଦେଶରେ ବନ୍ୟାରେ ଏକ କାର ଭାସି ଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଏବେ ବି ନିଖୋଜ ଥିବା ସୂଚନା ମିଳିଛି।

ଏହି ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ନଦୀରେ ବନ୍ୟା ଆସିଥିଲା। ବନ୍ୟାର ପ୍ରକୋପ ଏପରି ଥିଲା ରାସ୍ତା ଭାଙ୍ଗି ସହରକୁ ପ୍ରବେଶ କରିଥିଲା। ଏହି ସମୟରେ ରାସ୍ତା ଦେଇ ପାସ କରୁଥିବା ୫ଟି କାର ଭାସିଯାଇଥିଲା। ପୋଲିସ କହିବା ମୁତାବକ ବନ୍ୟାରେ ଭାସିଯାଉଥିବା ବେଳେ ୨ଟି କାରରୁ ଯାତ୍ରୀମାନେ କୌଶଳକ୍ରମେ ଜୀବନ ବଞ୍ଚାଇଥିବା ବେଳେ ଅନ୍ୟ ୩ଟି କାରର ୭ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହକୁ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି।

Related story