ମହିଳା ଆତଙ୍କୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୮ ମୃତ

ଇସ୍‌ଲାମାବାଦ୍‌: ଉତ୍ତର ପଶ୍ଚିମ ପାକିସ୍ତାନରେ ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ଘଟାଇଥିବା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଛନ୍ତି। ଏକ ହସ୍ପିଟାଲ ବାହାରେ ଏଭଳି ଘଟଣା ଘଟିଛି। ରବିବାର ଡେରା ଇସ୍‌ମାଇଲ ଖାନ୍‌ ନାମକ ସ୍ଥାନରେ ଘଟାଇଥିବା ଏହି ବର୍ବର କାଣ୍ଡ ପାଇଁ ତେହରିକ୍‌-ଇ-ତାଲିବାନ୍‌-ପାକିସ୍ତାନ ନିଜକୁ ଦାୟୀ କରିଛି। ଏହି ଆତଙ୍କୀ ସଂଗଠନ ପାକିସ୍ତାନୀ ତାଲିବାନ ନାମରେ ମଧ୍ୟ ପରିଚିତ। ଆଫଗାନିସ୍ତାନ ସୀମାରେ ସକ୍ରିୟ ଥିବା ତାଲିବାନ୍‌ଠାରୁ ଏହା ପୃଥକ ଭାବେ […]

pak

pak

Subrat Kumar Nayak
  • Published: Sunday, 21 July 2019
  • Updated: 21 July 2019, 06:04 PM IST

Sports

Latest News

ଇସ୍‌ଲାମାବାଦ୍‌: ଉତ୍ତର ପଶ୍ଚିମ ପାକିସ୍ତାନରେ ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ଘଟାଇଥିବା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଛନ୍ତି। ଏକ ହସ୍ପିଟାଲ ବାହାରେ ଏଭଳି ଘଟଣା ଘଟିଛି। ରବିବାର ଡେରା ଇସ୍‌ମାଇଲ ଖାନ୍‌ ନାମକ ସ୍ଥାନରେ ଘଟାଇଥିବା ଏହି ବର୍ବର କାଣ୍ଡ ପାଇଁ ତେହରିକ୍‌-ଇ-ତାଲିବାନ୍‌-ପାକିସ୍ତାନ ନିଜକୁ ଦାୟୀ କରିଛି। ଏହି ଆତଙ୍କୀ ସଂଗଠନ ପାକିସ୍ତାନୀ ତାଲିବାନ ନାମରେ ମଧ୍ୟ ପରିଚିତ। ଆଫଗାନିସ୍ତାନ ସୀମାରେ ସକ୍ରିୟ ଥିବା ତାଲିବାନ୍‌ଠାରୁ ଏହା ପୃଥକ ଭାବେ କାମ କରୁଛି।

ତେବେ ଏଭଳି ଆକ୍ରମଣ ଘଟିବାର କିଛି ସମୟ ଆଗରୁ ଏକ ଚେକ୍‌ପୋଷ୍ଟଠାରେ ୨ଜଣ ପୁଲିସ୍‌ଙ୍କୁ ହତ୍ୟା କରାଯାଇଥିଲା। ଜଣେ ପୁଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁଇଜଣଙ୍କ ମୃତଦେହ ହସ୍ପିଟାଲକୁ ନିଆଯାଉଥିବା ବେଳେ ଜଣେ ମହିଳା ଆତ୍ମଘାତୀ ଆତଙ୍କବାଦୀ ବୁର୍ଖା ପିନ୍ଧି ବିସ୍ଫୋରଣ ଘଟାଇଥିଲା। ଏହି ବିସ୍ଫୋରଣରେ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡ ନଷ୍ଟ ହୋଇଯାଇଛି।

ଏହି ଅଞ୍ଚଳ ବହୁ ଚର୍ଚ୍ଚିତ ଚାଇନା-ପାକିସ୍ତାନ ଇକନମିକ୍‌ କରିଡର ଇଲାକା ମଧ୍ୟରେ ଅବସ୍ଥିତ। ତେବେ ଏଠାରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ପାକିସ୍ତାନ ସେମାନଙ୍କୁ ଦମନ କରିବାକୁ ପ୍ରୟାସ କରୁଛି। ତେବେ ଏହି ବିଦ୍ରୋହୀମାନେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଏହାର ଜବାବ ଦେଇଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story