୨୭ ମହଲା କୋଠା ହୁତୁ ହୁତୁ ହୋଇ ଜଳୁଛି

Ordigital Desk
  • Published: Wednesday, 14 June 2017
  • , Updated: 14 June 2017, 09:56 AM IST
<p>ନୂଆଦିଲ୍ଲୀ: ଲଣ୍ଡନରେ ଏକ ୨୭ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗି ଯାଇଛି। ଗ୍ରୀନଫେଲ ଟାୱର ନାମକ ଏହି କୋଠାରେ ଭୀଷଣ ଭାବେ ନିଆଁ ଲାଗିଥିବା ବେଳେ ପ୍ରାୟ ୨୦୦ ଦମକଳକୁ ନିଆଁ ଲିଭାଇବାକୁ ନିୟୋଜିତ କରାଯାଇଛି।</p> <p>&amp;nbsp;</p> <p>ସୌଜନ୍ୟ- ଅମର ଉଜାଲା</p> <p>&amp;nbsp;</p>

Related story