‘ଅସହିଷ୍ଣୁତା’ ପ୍ରସଙ୍ଗ: ଅମୀରଙ୍କୁ ସମର୍ଥନ କଲେ ଏ.ଆର୍ ରହମାନ

ମୁମ୍ବାଇ: ‘ଅସହିଷ୍ଣୁତା’ ନେଇ ଅମୀର ଖାନ ଦେଇଥିବା ମନ୍ତବ୍ୟକୁ ନେଇ ବଲିଉଡ୍ ଦୁଇ ଭାଗ ହୋଇଯାଇଛି। ଅନୁପମ ଖେର୍ ଓ ପରେଶ ରାୱଲ ଭଳି ଅଭିନେତାମାନେ ତାଙ୍କୁ ବିରୋଧ କରୁଥିବା ବେଳେ ସଂଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ଓ ନିର୍ଦ୍ଦେଶକ କବୀର ଖାନ୍ ତାଙ୍କୁ ସମର୍ଥନ କରିଛନ୍ତି। ଏ.ଆର.ରହମାନ କହିଛନ୍ତି ଯେ ଦେଶରେ ଅସହିଷ୍ଣୁତା ବଢ଼ିଛି। ଅମୀର ଖାନ୍ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି ସେ ବି କିଛି ଦିନ ତଳେ ଉକ୍ତ ସ୍ଥିତି ଦେଇ […]

arrahman

arrahman

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 06:31 AM IST

Sports

Latest News

ମୁମ୍ବାଇ: ‘ଅସହିଷ୍ଣୁତା’ ନେଇ ଅମୀର ଖାନ ଦେଇଥିବା ମନ୍ତବ୍ୟକୁ ନେଇ ବଲିଉଡ୍ ଦୁଇ ଭାଗ ହୋଇଯାଇଛି। ଅନୁପମ ଖେର୍ ଓ ପରେଶ ରାୱଲ ଭଳି ଅଭିନେତାମାନେ ତାଙ୍କୁ ବିରୋଧ କରୁଥିବା ବେଳେ ସଂଗୀତ ନିର୍ଦ୍ଦେଶକ ଏ.ଆର୍ ରହମାନ ଓ ନିର୍ଦ୍ଦେଶକ କବୀର ଖାନ୍ ତାଙ୍କୁ ସମର୍ଥନ କରିଛନ୍ତି।

ଏ.ଆର.ରହମାନ କହିଛନ୍ତି ଯେ ଦେଶରେ ଅସହିଷ୍ଣୁତା ବଢ଼ିଛି। ଅମୀର ଖାନ୍ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି ସେ ବି କିଛି ଦିନ ତଳେ ଉକ୍ତ ସ୍ଥିତି ଦେଇ ଗତି କରି ଥିଲେ। ତେଣୁ ସେ ‘ଅସହିଷ୍ଣୁତା’ ଅମୀରଙ୍କ ମନ୍ତବ୍ୟକୁ ସମର୍ଥନ କରୁଛନ୍ତି।

ଅନ୍ୟପକ୍ଷରେ ନିର୍ଦ୍ଦେଶକ କବୀର ଖାନ କହିଛନ୍ତି ଯେ ଦିନକୁ ଦିନ ଦେଶରେ ‘ଅସହିଷ୍ଣୁତା’ ବଢ଼ି ଚାଲିଛି। କଥା କଥାରେ ଲୋକେ ଆକ୍ରମଣ କରୁଛନ୍ତି। ଅନ୍ୟମାନଙ୍କୁ ନେଇ ଲୋକେ ଯେଭଳି ଭାବେ ରାୟ ଦେଉଛନ୍ତି ସେଥିରୁ ପ୍ରମାଣିତ ହେଉଛି ଯେ ଦେଶରେ ଅସହିଷ୍ଣୁତା ବଢ଼ିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅସହିଷ୍ଣୁତା ନେଇ ଅମୀର ଯେଉଁ କଥା କହିଛନ୍ତି ତାହାକୁ ଭୁଲ୍ ଢଙ୍ଗରେ ଉପସ୍ଥାପନ କରାଯାଇଛି। ଅମୀର ଦେଶ ଛାଡ଼ି ଯିବା କଥା କହି ନାହାନ୍ତି। ସେ କେବଳ ନିଜ ମନର କଥା କହିଥିଲେ।

ଅନ୍ୟପକ୍ଷରେ ଶିବ ସେନା ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ ଦେଶ ଛାଡ଼ି ଇଡିୟଟ୍ ରଞ୍ଛୋଡଦାସ୍ (ଥ୍ରୀ ଇଡିୟଟ୍ ଫିଲ୍ମରେ ଅମୀରଙ୍କ ଚରିତ୍ର) କେଉଁଠାକୁ ଯିବେ।

ସୂଚନାଯୋଗ୍ୟ, ଏକ କାର୍ଯ୍ୟକ୍ରମ ଅବସରରେ ଗତ ସୋମବାର ଅମୀର କହିଥିଲେ ଯେ ଦେଶରେ ବଢ଼ି ଚାଲିଥିବା ଅସହିଷ୍ଣୁତାକୁ ନେଇ ତାଙ୍କ ପତ୍ନୀ କିରଣ ବହୁତ ଚିନ୍ତିତ ଅଛନ୍ତି। ଏପରି ପିଲାମାନଙ୍କ ସୁରକ୍ଷା ପାଇଁ ସେ ଦେଶ ଛାଡ଼ିବା କଥା ବି ଚିନ୍ତା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story