୫୦ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ୍‌ ବସ୍‌ ଓଲଟି ପଡ଼ିଲା

ଗୁଣ୍ଟୁର: ୫୦ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ କର୍ଲଭଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଘଟଣାଟି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର୍‌ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ସମୟରେ ବସ୍‌ର ଡ୍ରାଇଭର୍‌ ମଦ ପିଇ ଗାଡି ଚଲାଉଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି। ପିଲାମାନଙ୍କୁ ବସ୍‌ରୁ ବାହାର କରାଯାଇ […]

guntur

Rakesh Mallick
  • Published: Monday, 28 January 2019
  • , Updated: 28 January 2019, 11:18 AM IST

ଗୁଣ୍ଟୁର: ୫୦ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ କର୍ଲଭଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଘଟଣାଟି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର୍‌ ଜିଲ୍ଲାରେ ଘଟିଛି।

ଦୁର୍ଘଟଣା ସମୟରେ ବସ୍‌ର ଡ୍ରାଇଭର୍‌ ମଦ ପିଇ ଗାଡି ଚଲାଉଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି। ପିଲାମାନଙ୍କୁ ବସ୍‌ରୁ ବାହାର କରାଯାଇ ନିକଟସ୍ଥ ମେଡିକାଲକୁ ପଠା ଯାଉଛି। ସ୍କୁଲ ବ୍ୟାଗ୍‌ ଓ ଟିଫନ୍‌ ବକ୍ସ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story