ତିନି ଭଉଣୀଙ୍କ ଉପରକୁ ଏସିଡ୍ ମାଡ଼, ବଡ଼ ଭଉଣୀ ଗୁରୁତର

ଗୋଣ୍ଡା: ତିନି ଭଉଣୀ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି। ଏସିଡ ମାଡ଼ରେ ବଡ଼ ଭଉଣୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୟୁପି ଗୋଣ୍ଡା ଜିଲ୍ଲାର ପକ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରସପୁର ଥାନାରେ ଥିବା ଗାଁରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତିନି ଭଉଣୀ ଗୋଟିଏ ଘରେ ଶୋଇଥିବା ବେଳେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଛି ବୋଲି ଜଣାପଡ଼ିଛି। ବଡ଼ ଭଉଣୀ ଗୁରୁତର ଥିବା […]

acid-attack

acid-attack

Subhransu Sekhar
  • Published: Tuesday, 13 October 2020
  • Updated: 13 October 2020, 12:15 PM IST

ଗୋଣ୍ଡା: ତିନି ଭଉଣୀ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି। ଏସିଡ ମାଡ଼ରେ ବଡ଼ ଭଉଣୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୟୁପି ଗୋଣ୍ଡା ଜିଲ୍ଲାର ପକ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରସପୁର ଥାନାରେ ଥିବା ଗାଁରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତିନି ଭଉଣୀ ଗୋଟିଏ ଘରେ ଶୋଇଥିବା ବେଳେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଛି ବୋଲି ଜଣାପଡ଼ିଛି। ବଡ଼ ଭଉଣୀ ଗୁରୁତର ଥିବା ବେଳେ ଅନ୍ୟ ଦୁଇ ଭଉଣୀଙ୍କ ଶରୀରରେ ତେଜାବ ଅଳ୍ପ ଟିକିଏ ପଡ଼ିଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ବାପା କହିଛନ୍ତି ଝିଅର ଅବସ୍ଥା ଦେଖିବା ପରେ ପ୍ରଥମେ ସେ ଆକଳନ କରିଥିଲେ ଗ୍ୟାସ ସିଲିଣ୍ଡର ପାଇଁ ବୋଧହୁଏ ଏଭଳି ଘଟିଛି। ହେଲେ ଝିଅ ଚିତ୍କାର କରିବା ପରେ ସେ ଜାଣିବାକୁ ପାଇଥିଲେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଛି। ଗୁରୁତର ହୋଇଥିବା ଝିଅର ବୟସ ୧୭, ଅନ୍ୟ ଦୁଇ ଜଣଙ୍କ ବୟସ ୧୨ ଏବଂ ୮ ବର୍ଷର ବୋଲି ଜଣାପଡ଼ିଛି।

ପୀଡ଼ିତାଙ୍କ ବାପା କହିଛନ୍ତି ତାଙ୍କର କାହା ଉପରେ ସନ୍ଦେହ ନାହିଁ। ଗାଁରେ ଏଭଳି ଘଟଣା ପ୍ରଥମ। ତେବେ ଏସିଡ୍ ମାଡ଼ର କାରଣ ଜଣାପଡ଼ିନାହିଁ। ପୁଲିସ ତଦନ୍ତ କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story