ଆଫଗାନିସ୍ତାନ: ନାଟୋ ସେନା ଉପରେ ତାଲିବାନର ଆକ୍ରମଣ, ଜଣେ ମୃତ, ୩ ଗୁରୁତର

କାବୁଲ:  ମଙ୍ଗଳବାର ଆଫଗାନସ୍ତାନରେ ମୁତୟନ ଥିବା ନାଟୋ ସେନା ଉପରେ ଆତ୍ମଘାତି ବୋମା ବିସ୍ଫୋରଣ କରିଛି ତାଲିବାନୀ ଆତଙ୍କବାଦୀ । ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣରେ ଜଣେ ନାଟୋ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।

ଦୁଇଟି ବାଇକରେ ୪ଜଣ ଆତଙ୍କବାଦୀ ନାଟୋ ସେନା ରହୁଥିବା ସ୍ଥାନରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣ ପରେ ନାଟୋ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ଚାଇନାର ଭାରତ ବିରୋଧୀ କାର୍ଯ୍ୟରେ ପାଣି ପକାଇ ଦେଲେ ଜର୍ମାନୀ ଓ ଆମେରିକା

ସୀମା ବିବାଦ: ଚାଇନାକୁ କାଉଣ୍ଟର ପାଇଁ ଦ୍ରୁତଗାମୀ ଡଙ୍ଗା ପଠାଇବ ଭାରତ

ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ବଢ଼ିଲା ‘ମହାରାଜା’ଙ୍କ ଦବଦବା

‘ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ନେପାଳରେ ରାଜନୀତିକ ହଟଚମଟ, ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍ ଓଲି

ଟ୍ରମ୍ପଙ୍କ ବିରୋଧୀ ବିଡେନ କହିଲେ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ

ଭୂସ୍ଖଳନରୁ ୫୦ ମୃତ, ଅନେକ ନିଖୋଜ

୩ ବର୍ଷର ଛୁଆକୁ ଆତଙ୍କବାଦୀଙ୍କ ଗୁଳିରୁ ଉଦ୍ଧାର କରିଥିବା ଯବାନ କିଏ?

ଥାନାରେ ବାପ-ପୁଅଙ୍କ ମୃତ୍ୟୁ ଅଭିଯୋଗ, ତିନି ପୁଲିସ ଗିରଫ

ଭାରତ ସହିତ ବିବାଦ ବଢ଼ିବା ପରେ ନେପାଳ ସହ ସମ୍ପର୍କ ବଢ଼ାଇବାକୁ ପାକ୍ ଇଚ୍ଛୁକ

ଜୁଲାଇ ୪ ପରେ ବଦଳିବ ପାଣିପାଗ!

ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ