ଆଫଗାନିସ୍ତାନରେ ବିସ୍ଫୋରଣ, ୮ ମୃତ

ଇସଲାମବାଦ: ଆଫଗାନିସ୍ତାନର ରାଜଧାନୀ କାବୁଲରରେ ଶୁକ୍ରବାର ଏକ କାରରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି। ସୂଚନାଯୋଗ୍ୟ ଗତକାଲି ଆଫଗାନିସ୍ତାନର ଲେଗାର ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

afganistan

Rakesh Mallick
  • Published: Friday, 07 August 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ଆଫଗାନିସ୍ତାନର ରାଜଧାନୀ କାବୁଲରରେ ଶୁକ୍ରବାର ଏକ କାରରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।

ସୂଚନାଯୋଗ୍ୟ ଗତକାଲି ଆଫଗାନିସ୍ତାନର ଲେଗାର ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

Related story