ତାଲିବାନ କବଜାରେ ଥିବା କୁନ୍ଦୁଜ୍ ସହର ଉପରେ ଆମେରିକାର ବିମାନ ଆକ୍ରମଣ

କାବୁଲ: ତାଲିବାନ କବଜାରେ ଥିବା କୁନ୍ଦୁଜ୍ ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଯୁଦ୍ଧ ବିମାନ ଆକ୍ରମଣ କରିଛି। ଆଫଗାନିସ୍ତାନର  ଉତ୍ତରପୂର୍ବରେ ଥିବା କୁନ୍ଦୁଜ୍ ସହରକୁ ତାଲିବାନୀଙ୍କ କବଳରୁ ମୁକ୍ତ କରିବାକୁ ଆଫଗାନ ସେନା ଓ ଆମେରିକା ସେନା ମିଳିତ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ସକାଳ ୯ଟାରୁ ଆମେରିକାର ଯୁଦ୍ଧବିମାନ ଲାଗାତାର ଭାବେ ଆକ୍ରମଣ କରିଥିଲା। ଏହାର ନାମ ଅପରେସନ-କୁନ୍ଦୁଜ୍ ଦିଆଯାଇଥିବା କହିଛନ୍ତି  ନାଟୋ ସେନାର ମୁଖପାତ୍ର କର୍ଣ୍ଣେଲ୍ ବ୍ରାଏନ୍ ଟ୍ରିବୁସ।

afghan-special-forces-arrive-for-a-battle-with-the-taliban-in-kunduz-city-northern-afghanistan-september-29-2015

Rakesh Mallick
  • Published: Tuesday, 29 September 2015
  • , Updated: 04 May 2017, 03:44 PM IST

Related story