ଟ୍ରେନ ପରେ ଆରମ୍ଭ ହେବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ: ମେ ୧୨ରୁ ଦେଶରେ ରେଳ ସେବା ଆରମ୍ଭ ହୋଇଛି। ଲକଡାଉନ୍ ପାଇଁ ବିଭିନ୍ନ ସ୍ଥାନରେ ଫସିଥିବା ଯାତ୍ରୀ ଟ୍ରେନରେ ଏବେ ନିଜ ନିଜ ଘରକୁ ଫେରୁଛନ୍ତି। ଏବେ ଘରୋଇ ବିମାନ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମେ ୧୯ରେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଉଡ଼ିବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଯେଉଁମାନେ ଲକଡାଉନ୍ ପାଇଁ ଘରକୁ ନଯାଇ ଅଟକି ରହିଛନ୍ତି ସେମାନଙ୍କ ପାଇଁ ଏହି ବିମାନ […]

air-india

air-india

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 02:51 PM IST

ନୂଆଦିଲ୍ଲୀ: ମେ ୧୨ରୁ ଦେଶରେ ରେଳ ସେବା ଆରମ୍ଭ ହୋଇଛି। ଲକଡାଉନ୍ ପାଇଁ ବିଭିନ୍ନ ସ୍ଥାନରେ ଫସିଥିବା ଯାତ୍ରୀ ଟ୍ରେନରେ ଏବେ ନିଜ ନିଜ ଘରକୁ ଫେରୁଛନ୍ତି। ଏବେ ଘରୋଇ ବିମାନ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ମେ ୧୯ରେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଉଡ଼ିବା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଯେଉଁମାନେ ଲକଡାଉନ୍ ପାଇଁ ଘରକୁ ନଯାଇ ଅଟକି ରହିଛନ୍ତି ସେମାନଙ୍କ ପାଇଁ ଏହି ବିମାନ ସେବା ରହିବ ବୋଲି ଜଣାପଡ଼ିଛି। ମେ ୧୯ରୁ ଜୁନ୍ ୨ ଯାଏ ଏହି ସ୍ୱତନ୍ତ୍ର ବିମାନ ସେବା ଏୟାର ଇଣ୍ଡିଆ ଦେବ ବୋଲି ଜଣାପଡ଼ିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ମୁତାବିକ୍ ଭୁବନେଶ୍ୱରରୁ ଗୋଟିଏ ବିମାନ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି। ଚେନ୍ନାଇ ପାଇଁ ଗୋଟିଏ ବିମାନ ମିଳିଛି। ଏହି ବିମାନ ଚେନ୍ନାଇରୁ କୋଚ୍ଚି ଯିବ। ଏହାବାଦ ଦିଲ୍ଲୀ ପାଇଁ ୧୭୩, ମୁମ୍ୱାଇ ପାଇଁ ୪୦, ହାଇଦ୍ରାବାଦ ପାଇଁ ୨୫ ଏବଂ କୋଚି ପାଇଁ ୧୨ ବିମାନ ରହିଛି। ଏହି ସ୍ୱତନ୍ତ୍ର ବିମାନ ସେବା କେବଳ ଏୟାର ଇଣ୍ଡିଆ ହିଁ ଯୋଗାଇବ।

ଦିଲ୍ଲୀରୁ ଉଡ଼ାଣ ଭରିବାକୁ ଥିବା ବିମାନଗୁଡ଼ିକ ଅମୃତସର, ବେଙ୍ଗାଲୁରୁ, ଗୟା, ହାଇଦ୍ରାବାଦ, ଜୟପୁର, ଅହମ୍ମଦାବାଦ, କୋଚି, ବିଜୟୱାଡା, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସହରକୁ ଯିବ। ସେହିଭଳି ସେହିଭଳି ମୁମ୍ବାଇରୁ ଉଡ଼ିବାକୁ ଥିବା ବିମାନ ଅହମ୍ମଦାବାଦ, ହାଇଦ୍ରାବାଦ, କୋଚି, ବେଙ୍ଗାଲୁରୁ, ବିଶାଖାପାଟନମ୍ ଏବଂ ବିଜୟୱାଡାକୁ ଯିବ। ଏହା ବ୍ୟତୀତ ହାଇଦ୍ରାବାଦରୁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟ ଏୟାର ଇଣ୍ଡିଆ ବିମାନ ସେବା ଯୋଗାଇବ। ବାଙ୍ଗାଲୋରରୁ ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦକୁ ମଧ୍ୟ ବିମାନ ସେବା ରହିଛି।

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିମାନ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ନାଗରିକ ଉଡ୍ଡାଣ ମନ୍ତ୍ରଣାଳୟର ଅନୁମତି ପରେ ଅନ୍ୟାନ୍ୟ ପ୍ରକ୍ରିୟା ବାବଦରେ ଘୋଷଣା କରିବ ବିମାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story