ସୁଷମାଙ୍କ ତାଗିଦ୍‌ ପରେ ଆମାଜନ ୱେବ୍‌ସାଇଟ୍‌ରୁ ହଟିଲା ତ୍ରିରଙ୍ଗା ଡୋର ମ୍ୟାଟ୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଜିନିଷ ବିକ୍ରୀ କରୁଥିବା ୱେବସାଇଟ୍‌ କମ୍ପାନୀ ଆମାଜନ୍‌ ଭାରତୀୟ ତ୍ରିରଙ୍ଗାର ବଡ଼ ଅପମାନ କରିଛି। କାନ୍ନାଡାରେ କମ୍ପାନୀ ନିଜ ୱେବ୍‌ସାଇଟ୍‌ରେ ଭାରତୀୟ ତ୍ରିରଙ୍ଗା ଚିତ୍ର ଥିବା ଡୋର ମ୍ୟାଟ୍‌ ବିକ୍ରୀ କରୁଥିବା ଦେଖାଯାଇଛି। ତେବେ କମ୍ପାନୀର ଏଭଳି ଅପମାନଜନକ କାମ ପାଇଁ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଆମାଜନ୍‌ର ଏପରି ଅପମାଜନକ ବ୍ୟବହାର ପାଇଁ କମ୍ପାନିକୁ କ୍ଷମା ମାଗିବା ସହ ଜିନିଷର ବିକ୍ରୀକୁ ବନ୍ଦ କରିବାକୁ […]

national-flag-doormat

national-flag-doormat

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 03:22 PM IST

Sports

Latest News

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଜିନିଷ ବିକ୍ରୀ କରୁଥିବା ୱେବସାଇଟ୍‌ କମ୍ପାନୀ ଆମାଜନ୍‌ ଭାରତୀୟ ତ୍ରିରଙ୍ଗାର ବଡ଼ ଅପମାନ କରିଛି। କାନ୍ନାଡାରେ କମ୍ପାନୀ ନିଜ ୱେବ୍‌ସାଇଟ୍‌ରେ ଭାରତୀୟ ତ୍ରିରଙ୍ଗା ଚିତ୍ର ଥିବା ଡୋର ମ୍ୟାଟ୍‌ ବିକ୍ରୀ କରୁଥିବା ଦେଖାଯାଇଛି। ତେବେ କମ୍ପାନୀର ଏଭଳି ଅପମାନଜନକ କାମ ପାଇଁ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।

ଆମାଜନ୍‌ର ଏପରି ଅପମାଜନକ ବ୍ୟବହାର ପାଇଁ କମ୍ପାନିକୁ କ୍ଷମା ମାଗିବା ସହ ଜିନିଷର ବିକ୍ରୀକୁ ବନ୍ଦ କରିବାକୁ ପଡ଼ିବ। ଯଦି କମ୍ପାନୀ ଏପରି ନ କରେ ତେବେ ଆମାଜନ୍‌ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଭାରତୀୟ ଭିସା ମିଳିବ ନାହିଁ। ଏହାଛଡ଼ା ଯେଉଁମାନଙ୍କ ନିକଟରେ ଏହି ଭିସା ରହିଛି ତାହା ରଦ୍ଦ କରିଦିଆଯିବ ବୋଲି ସୁଷମା ଟ୍ୱିଟ୍‌ ମାଧ୍ୟରେ ଜଣାଇଥିଲେ।

ଏହାପରେ କମ୍ପାନୀ ତାର ୱେବ୍‌ସାଇଟ୍‌ରୁ ଏହି ଜିନିଷ ହଟାଇଥିବାର ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story