ଚାକିରି ଛାଡ଼ିବା ପରେ ଇଞ୍ଜିନିୟରଂଙ୍କ ପାଖରୁ ଟ୍ରେନିଂ ଖର୍ଚ୍ଚ ମାଗିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। କମ୍ପାନୀରେ ଯୋଗ ଦେଇ ଟ୍ରେନିଂ ନେବା ପରେ ଚାକିରି ଛାଡ଼ୁଥିବା ନବାଗତଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବିମାନ କମ୍ପାନ ଆରମ୍ଭ କରିଛି ପ୍ରକ୍ରିୟା। ଚାକିରି ଛାଡ଼ୁଥିବା ନବାଗତଙ୍କୁ କମ୍ପାନୀ ଏହାରି ଭିତରେ ଏକ ନୋଟିସ୍ ପଠାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ଟ୍ରେନିଂ ନେଇ ଚାକିରି ଛାଡ଼ୁଥିବା ଏୟାର ଇଣ୍ଡିଆର ଇଞ୍ଜିନିୟରିଂକୁ ଟ୍ରେନିଂ ବେଳେ କମ୍ପାନୀ ଦେଇଥିବା ଦରମା, ଆବଶ୍ୟକ […]

air-india

air-india

Subhransu Sekhar
  • Published: Wednesday, 25 December 2019
  • Updated: 25 December 2019, 05:30 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। କମ୍ପାନୀରେ ଯୋଗ ଦେଇ ଟ୍ରେନିଂ ନେବା ପରେ ଚାକିରି ଛାଡ଼ୁଥିବା ନବାଗତଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବିମାନ କମ୍ପାନ ଆରମ୍ଭ କରିଛି ପ୍ରକ୍ରିୟା। ଚାକିରି ଛାଡ଼ୁଥିବା ନବାଗତଙ୍କୁ କମ୍ପାନୀ ଏହାରି ଭିତରେ ଏକ ନୋଟିସ୍ ପଠାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ଟ୍ରେନିଂ ନେଇ ଚାକିରି ଛାଡ଼ୁଥିବା ଏୟାର ଇଣ୍ଡିଆର ଇଞ୍ଜିନିୟରିଂକୁ ଟ୍ରେନିଂ ବେଳେ କମ୍ପାନୀ ଦେଇଥିବା ଦରମା, ଆବଶ୍ୟକ ସୁବିଧା ସୁଯୋଗର ପଇସା ଭରଣ କରିବାକୁ ହେବ।

ବିମାନ କମ୍ପାନୀର ଜଣେ ଅଧିକାରୀ ପ୍ରଶାନ୍ତ ପାଲ କହିଛନ୍ତି, ସ୍ଥାୟୀ କର୍ମଚାରୀ ଏବଂ ସାକ୍ଷାତକାରେ ଦେଇ ଚାକିରି କରିଥିବା ଇଞ୍ଜିନିୟର ମାନେ କମ୍ପାନୀରୁ ଇସ୍ତଫା ଦେଉଛନ୍ତି। ଏହି କର୍ମଚାରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରେନିଂ ଶେଷ କରିବା ପରେ ଚାକିରି ଛାଡ଼ି ଦେଉଛନ୍ତି। ଏଭଳି ସ୍ଥିତିରେ ଇସ୍ତଫା ଦେଉଥିବା କର୍ମଚାରୀଙ୍କୁ ଟ୍ରେନିଂ ବାବଦରେ ଖର୍ଚ୍ଚ ହୋଇଥିବା ପଇସା ଭରଣ କରିବାକୁ ପଡ଼ିବ। ଏ ନେଇ ୮ ଅଗଷ୍ଟ ୨୦୧୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଖରାପ ରହିଛି। ଦରମା ଦେବାରେ ବିମାନ କମ୍ପାନୀ ବିଳମ୍ୱ କରିବାରୁ ୬୫ ପାଇଲଟ ଏଯାବତ ଇସ୍ତଫା ଦେଇସାରିଛନ୍ତି। ଏବେ ଏ ସମସ୍ତେ ୬ ମାସ ନୋଟିସରେ ଅଛନ୍ତି। ଏହାରି ଭିତରେ ବିନା ନୋଟିସରେ କର୍ମଚାରୀଙ୍କୁ ଛାଡ଼ିବା ପାଇଁ ଏୟାର ଇଣ୍ଡିଆକୁ ପରାମର୍ଶ ଦେଇଛି ଆଇସିପିଏ।

ବିମାନ କମ୍ପାନୀର ପାଇଲଟ ଇସ୍ତଫା ଦେଉଥିବା ବେଳେ ଏୟାର କ୍ରାଫ୍ଟ ଇଞ୍ଜିନିୟର (ଏଏମଇ) ମଧ୍ୟ ଇସ୍ତଫା ଦେଉଛନ୍ତି। ଆଗାମୀ ଦିନରେ ବିମାନ ଚଳାଇବାରେ ଅସୁବିଧା ହୋଇପାରେ। ତେଣୁ କର୍ମଚାରୀଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରିବାକୁ ଯାଇ ଏୟାର ଇଣ୍ଡିଆ ୮ ଅଗଷ୍ଟ ୨୦୧୯ରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story