ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର:ଆଜି ଜୁନ ୫ତାରିଖ, ବିଶ୍ୱ ପରିବେଶ ଦିବସ। ଏଥର ବିଶ୍ୱ ପରିବେଶ ଦିବସରେ ସ୍ଲୋଗାନ ରହିଛି ‘୭୦୦କୋଟି ସ୍ୱପ୍ନ, ଗୋଟିଏ ପୃଥିବୀ, ଯତ୍ନର ସହ ବିନିଯୋଗ କର’। ପୃଥିବୀରେ ପ୍ରାକୃତିକ ସମ୍ପଦର କିପରି ଯତ୍ନର ସହ ବିନିଯୋଗ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର। ଦେଖିବାକୁ ମିଳୁଛି ଯେ ପୃଥିବୀ ଆମକୁ ଯେତିକି ପରିମାଣରେ ପ୍ରାକୃତିକ ସମ୍ପଦ ଦେଉଛି ତା’ଠାରୁ ଅଧିକ ପରିମାଣର ବ୍ୟବହାର କରାଯାଉଛି। ବର୍ତ୍ତମାନ ଯେପରି ଭାବରେ ଉତ୍ପାଦନ ଓ ବିନିଯୋଗ […]

World-Environment-Day

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 01:29 AM IST

ଭୁବନେଶ୍ୱର:ଆଜି ଜୁନ ୫ତାରିଖ, ବିଶ୍ୱ ପରିବେଶ ଦିବସ। ଏଥର ବିଶ୍ୱ ପରିବେଶ ଦିବସରେ ସ୍ଲୋଗାନ ରହିଛି '୭୦୦କୋଟି ସ୍ୱପ୍ନ, ଗୋଟିଏ ପୃଥିବୀ, ଯତ୍ନର ସହ ବିନିଯୋଗ କର'। ପୃଥିବୀରେ ପ୍ରାକୃତିକ ସମ୍ପଦର କିପରି ଯତ୍ନର ସହ ବିନିଯୋଗ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଦରକାର। ଦେଖିବାକୁ ମିଳୁଛି ଯେ ପୃଥିବୀ ଆମକୁ ଯେତିକି ପରିମାଣରେ ପ୍ରାକୃତିକ ସମ୍ପଦ ଦେଉଛି ତା’ଠାରୁ ଅଧିକ ପରିମାଣର ବ୍ୟବହାର କରାଯାଉଛି। ବର୍ତ୍ତମାନ ଯେପରି ଭାବରେ ଉତ୍ପାଦନ ଓ ବିନିଯୋଗ ଚାଲିଛି ଯଦି ଏପରି ଜାରି ରହେ ତେବେ ଭବିଷ୍ୟତରେ ଜୀବନ ନିର୍ବାହ ପାଇଁ ୩ଟି ପୃଥିବୀର ଆବଶ୍ୟକତା ପଡିବ। ତେଣୁ ଆମ ପାଖରେ ଥିବା ପ୍ରାକୃତିକ ସମ୍ପଦକୁ ଯତ୍ନର ସହ ବିନିଯୋଗ କରିବାକୁ ମାନବ ସମାଜକୁ ବିଶ୍ୱ ପରିବେଶ ଦିବସରେ ଆହ୍ୱାନ ଦିଆଯାଇଛି।

Related story