୮ ଦିନିଆ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୮ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୋଦି ଉଜବେକିସ୍ତାନ, କାଜାକସ୍ତାନ, ତୁର୍କମେନିସ୍ତାନ, କିର୍ଗିଜସ୍ତାନ, ତାଜିକସ୍ତାନ ଓ ୠଷିଆ ଗସ୍ତ କରିଛନ୍ତି । ୠଷିଆରେ ପ୍ରଧାନମନ୍ତ୍ରୀ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ସାଉଥ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ଯୋଗଦେବେ। ସେହିପରି ୠଷରେ ମୋଦି ସାଙ୍ଘାଇ କୋପରେସନ ଆର୍ଗାନାଇଜେସନ ବା ଏସସିଓ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ୠଷିଆର ଉଫାଠାରେ ହେବାକୁ ଥିବା […]

modi

modi

Rakesh Mallick
  • Published: Monday, 06 July 2015
  • Updated: 06 July 2015, 10:08 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ୮ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୋଦି ଉଜବେକିସ୍ତାନ, କାଜାକସ୍ତାନ, ତୁର୍କମେନିସ୍ତାନ, କିର୍ଗିଜସ୍ତାନ, ତାଜିକସ୍ତାନ ଓ ୠଷିଆ ଗସ୍ତ କରିଛନ୍ତି । ୠଷିଆରେ ପ୍ରଧାନମନ୍ତ୍ରୀ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ସାଉଥ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ଯୋଗଦେବେ। ସେହିପରି ୠଷରେ ମୋଦି ସାଙ୍ଘାଇ କୋପରେସନ ଆର୍ଗାନାଇଜେସନ ବା ଏସସିଓ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ୠଷିଆର ଉଫାଠାରେ ହେବାକୁ ଥିବା ଏହି ସମ୍ମିଳନୀରେ ମୋଦି ପାକ୍ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସହ ସାକ୍ଷାତ କରିବା ସମ୍ଭାବନା ରହିଛି। ସମସ୍ତ ୫ଟି କେନ୍ଦ୍ର ଏସୀୟ ଦେଶ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos