ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ଫଳାଫଳ ପ୍ରକାଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ବା ଏଆଇପିଏମଟି ରେଜଲ୍ଟ ପ୍ରକାଶ ଉପରେ ଲାଗିଲା ରୋକ୍ । ଆସନ୍ତା ୧୦ ତାରିଖ ପୂର୍ବରୁ ଫଳ ପ୍ରକାଶନ ଉପରେ ସୁପ୍ରିମ କୋର୍ଟ କଟକଣା ଜାରି କରିଛନ୍ତି। ଆସନ୍ତା ୫ ତାରିଖ ଦିନ ଏଆଇପିଏମଟି ରେଜଲ୍ଟ ପ୍ରକାଶ ପାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ହରିଆଣାରେ ଏଆଇପିଏମଟର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଏହି ସ୍ଥଗିତା ଦେଶ ଜାରି କରାଯାଇଛି। […]

Supreme_Court_

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 11:36 AM IST

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ପ୍ରି ମେଡିକାଲ୍ ଟେଷ୍ଟ୍ ବା ଏଆଇପିଏମଟି ରେଜଲ୍ଟ ପ୍ରକାଶ ଉପରେ ଲାଗିଲା ରୋକ୍ । ଆସନ୍ତା ୧୦ ତାରିଖ ପୂର୍ବରୁ ଫଳ ପ୍ରକାଶନ ଉପରେ ସୁପ୍ରିମ କୋର୍ଟ କଟକଣା ଜାରି କରିଛନ୍ତି। ଆସନ୍ତା ୫ ତାରିଖ ଦିନ ଏଆଇପିଏମଟି ରେଜଲ୍ଟ ପ୍ରକାଶ ପାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ହରିଆଣାରେ ଏଆଇପିଏମଟର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଏହି ସ୍ଥଗିତା ଦେଶ ଜାରି କରାଯାଇଛି। ଏଥିସହ ପ୍ରଶ୍ନ ପତ୍ର ଲିକ୍ ଉପରେ ବିଧିବଦ୍ଧ ତଦନ୍ତ କରିବାକୁ ହରିଆଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

Related story