ଆମେରିକାରେ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆରେ ଜଣେ ୧୭ ବର୍ଷିୟ ଭାରତୀୟ ଶିଖ ଯୁବକଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛି। ମୃତ ଯୁବକ ଜଣଙ୍କ ହେଲେ ଗୁରନୂର ସିଂହ ନାହଲ। ହାଇସ୍କୁଲରେ ପଢୁଥିବା ନାହଲ କାମରୁ ଫେରୁଥିବା ବେଳେ ତାଙ୍କ ଘରର ଗ୍ୟାରେଜ ସମ୍ମୁଖରେ ତାଙ୍କୁ ହତ୍ୟା କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

murder

Rakesh Mallick
  • Published: Tuesday, 15 November 2016
  • , Updated: 04 May 2017, 03:44 PM IST

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆରେ ଜଣେ ୧୭ ବର୍ଷିୟ ଭାରତୀୟ ଶିଖ ଯୁବକଙ୍କୁ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛି। ମୃତ ଯୁବକ ଜଣଙ୍କ ହେଲେ ଗୁରନୂର ସିଂହ ନାହଲ। ହାଇସ୍କୁଲରେ ପଢୁଥିବା ନାହଲ କାମରୁ ଫେରୁଥିବା ବେଳେ ତାଙ୍କ ଘରର ଗ୍ୟାରେଜ ସମ୍ମୁଖରେ ତାଙ୍କୁ ହତ୍ୟା କରାଯାଇଛି।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

Related story