ସିରିଆରେ ଆକାଶ ମାର୍ଗରୁ ଆମେରିକାର ଆକ୍ରମଣ,୨୦ ଆତଙ୍କୀ ନିହତ

ଡାମାସ୍‌କସ୍‌: ଉତ୍ତର-ପଶ୍ଚିମ ସିରିଆରେ ଆମେରିକା ପକ୍ଷରୁ ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣରେ ଅଲକାଏଦାର ୨୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି,“ଦୁଇଟି ଯୁଦ୍ଧ ବିମାନ ରବିବାର ଓ  ମଙ୍ଗଳବାର ଇଦାଲିବ ଅଞ୍ଚଳର ସରମଦାରେ ଆକ୍ରମଣ କରିଥିଲେ।” ସ୍ଥାନୀୟ ସୂତ୍ର ବି ଏହି ଆକ୍ରମଣ ବିଷୟରେ ଖବର ଦେଇଥିଲା। ଏହି ଆକ୍ରମଣରେ ଅଲକଏଦାର ପୂର୍ବ ସହଯୋଗୀ ସଂଗଠନ ଫତେହ-ଅଏ-ଶାମ୍‌ ଫ୍ରଣ୍ଟକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ଅଲକଏଦାର ବିଦେଶୀ […]

attack

attack

Rakesh Mallick
  • Published: Friday, 06 January 2017
  • Updated: 04 May 2017, 03:44 PM IST

Sports

Latest News

ଡାମାସ୍‌କସ୍‌: ଉତ୍ତର-ପଶ୍ଚିମ ସିରିଆରେ ଆମେରିକା ପକ୍ଷରୁ ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣରେ ଅଲକାଏଦାର ୨୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି,“ଦୁଇଟି ଯୁଦ୍ଧ ବିମାନ ରବିବାର ଓ  ମଙ୍ଗଳବାର ଇଦାଲିବ ଅଞ୍ଚଳର ସରମଦାରେ ଆକ୍ରମଣ କରିଥିଲେ।”

ସ୍ଥାନୀୟ ସୂତ୍ର ବି ଏହି ଆକ୍ରମଣ ବିଷୟରେ ଖବର ଦେଇଥିଲା।

ଏହି ଆକ୍ରମଣରେ ଅଲକଏଦାର ପୂର୍ବ ସହଯୋଗୀ ସଂଗଠନ ଫତେହ-ଅଏ-ଶାମ୍‌ ଫ୍ରଣ୍ଟକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।

ଏହି ଆକ୍ରମଣରେ ଅଲକଏଦାର ବିଦେଶୀ ଆତଙ୍କୀବାଦୀଙ୍କ ନେଟୱାର୍କକୁ ଟାର୍ଗେଟ୍ କରାଯାଇଥିଲା ବୋଲି ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

ପେଣ୍ଟାଗନ୍‌ର ମୁଖପାତ୍ର ପିଟର କୁକ୍ କହିଛନ୍ତି,“ସିରିଆରେ ଆମେ ଆକ୍ରମଣ ଜାରି ରଖିବୁ ଯେପରି ସେଠାରେ ଅଲକଏଦା ଆତଙ୍କବଦାଙ୍କୁ ସୁରକ୍ଷିତ ଆଶ୍ରୟ ମିଳି ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story