ଆମେରିକାର କମ୍ୟୁନିଟି କଲେଜରେ ଗୁଳି କରି  ୧୦ ଜଣଙ୍କୁ ହତ୍ୟା କଲା ଆତତାୟୀ

କାଲିଫର୍ଣ୍ଣିଆ: ଆମେରିକାର ଓରେଗନ୍ ରାଜ୍ୟର ଉମପକ୍କା କମ୍ୟୁନିଟି କଲେଜରେ ଆଜି ଏକ ଅଜଣା ଆତତାୟୀ ଗୁଳିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ପୋଲିସର ପାଲଟା ଜବାବରେ ଆତତାୟୀର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଆତତାୟୀର ପରିଚୟ ମିଳିପାରି ନାହିଁ। ଏହି ଘଟଣା ପରେ ରାଷ୍ଟ୍ରପତି ବାରାକ୍ ଓବାମା ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

firing

Rakesh Mallick
  • Published: Friday, 02 October 2015
  • , Updated: 04 May 2017, 03:44 PM IST

କାଲିଫର୍ଣ୍ଣିଆ: ଆମେରିକାର ଓରେଗନ୍ ରାଜ୍ୟର ଉମପକ୍କା କମ୍ୟୁନିଟି କଲେଜରେ ଆଜି ଏକ ଅଜଣା ଆତତାୟୀ ଗୁଳିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ପୋଲିସର ପାଲଟା ଜବାବରେ ଆତତାୟୀର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଆତତାୟୀର ପରିଚୟ ମିଳିପାରି ନାହିଁ।

ଏହି ଘଟଣା ପରେ ରାଷ୍ଟ୍ରପତି ବାରାକ୍ ଓବାମା ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Related story