କରୋନା ସହ ଆଉ ଏକ ଭାଇରସକୁ ମୁକାବିଲା କରୁଛି ଆସାମ

ଗୌହାଟି: ସାରା ଭାରତ ଯେତେବେଳେ କରୋନା ସହ ଲଢ଼େଇ କରୁଛି ସେତେବେଳେ ଆସାମ କରୋନା ସହିତ ଆଫ୍ରିକାନ୍ ସ୍ୱାଇନ୍ ଜ୍ୱର ସହିତ ଲଢ଼େଇ କରୁଛି। ଏହି ଆଫ୍ରିକାନ୍ ସ୍ୱାଇନ୍ ଜ୍ୱରରେ ୧୩,୦୦ରୁ ଅଧିକ ଘୁଷୁରୀର ମୃତ୍ୟୁ ଘଟିଛି। ଏ ନେଇ ଆସାମ ସରକାର ସୂଚନା ଦେଇଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଆସାମର ନଅଟି ଜିଲ୍ଲାରେ ୧୩,୦୩୩ ଘୁଷୁରୀଙ୍କର ମୃତ୍ୟୁ ଘଟିଛି ବୋଲି ପଶୁପାଳନ ଏବଂ କୃଷି ମନ୍ତ୍ରୀ ଅତୁଲ ବୋରା କହିଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନରେ […]

PIG

PIG

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 10:53 PM IST

Sports

Latest News

ଗୌହାଟି: ସାରା ଭାରତ ଯେତେବେଳେ କରୋନା ସହ ଲଢ଼େଇ କରୁଛି ସେତେବେଳେ ଆସାମ କରୋନା ସହିତ ଆଫ୍ରିକାନ୍ ସ୍ୱାଇନ୍ ଜ୍ୱର ସହିତ ଲଢ଼େଇ କରୁଛି। ଏହି ଆଫ୍ରିକାନ୍ ସ୍ୱାଇନ୍ ଜ୍ୱରରେ ୧୩,୦୦ରୁ ଅଧିକ ଘୁଷୁରୀର ମୃତ୍ୟୁ ଘଟିଛି। ଏ ନେଇ ଆସାମ ସରକାର ସୂଚନା ଦେଇଛନ୍ତି।

ଗତ କିଛି ସପ୍ତାହ ମଧ୍ୟରେ ଆସାମର ନଅଟି ଜିଲ୍ଲାରେ ୧୩,୦୩୩ ଘୁଷୁରୀଙ୍କର ମୃତ୍ୟୁ ଘଟିଛି ବୋଲି ପଶୁପାଳନ ଏବଂ କୃଷି ମନ୍ତ୍ରୀ ଅତୁଲ ବୋରା କହିଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନରେ ଥିବା ବଣୁଆ ଘୁଷୁରୀକୁ ଏହି ଆଫ୍ରିକାନ୍ ସ୍ୱାଇନ୍ ଜ୍ୱରରୁ ରକ୍ଷା କରିବା ପାଇଁ ଦୁଇ କିଲୋମିଟର ଲମ୍ବା ଏବଂ ଛଅ ଫୁଟ ଗଭୀର ଖାଲରେ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ଅତୁଲ ବୋରା କାଜିରଙ୍ଗା ପାର୍କ ଯାଇ ସ୍ଥିତିର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକଙ୍କ ସହ ଏ ନେଇ କଥା ହୋଇଥିଲେ। ଘୁଷୁରୀଙ୍କୁ ଏହି ପ୍ରାଣଘାତୀ ଜ୍ୱରରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

୨୦୧୯ ଜନଗଣନା ଅନୁଯାୟୀ ଆସାମର ଘୁଷୁରୀ ଜନସଂଖ୍ୟା ପ୍ରାୟ ୨୧ ଲକ୍ଷରୁ ଅଧିକ ରହିଛି। ଏବେ ଏହି ସଂଖ୍ୟା ପ୍ରାୟ ୩୦ ଲକ୍ଷକୁ ବୃଦ୍ଧି ପାଇଛି। ଏହି ପ୍ରାଣଘାତୀ ଜ୍ୱର ପାଇଁ ଅରୁଣାଚଳ ପ୍ରଦେଶର ନଅଟି ଜିଲ୍ଲାରେ ମଧ୍ୟ ଶହ ଶହ ଘୁଷୁରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଆଫ୍ରିକାନ୍ ସ୍ୱାଇନ୍ ଜ୍ୱର ପାଇଁ ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଘୁଷୁରୀ ଚାଷୀଙ୍କୁ ହାଇଆଲର୍ଟ କରିଛନ୍ତି। ଏଥିସହ ଅନ୍ୟ ରାଜ୍ୟରୁ ଘୁଷୁରୀ ଆଣିବାକୁ ମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story