ଅମୃତସର ଟ୍ରେନ୍‌ ଦୁର୍ଘଟଣା ପରେ ଏମିତି ଗାଡ଼ିରେ ଖସିଯାଇଥିଲେ ଆୟୋଜକ, ଦେଖନ୍ତୁ ଭିଡିଓ

ଅମୃତସର:ପଞ୍ଜାବର ଅମୃତସର ଟ୍ରେନ୍‌ ଦୁର୍ଘଟଣାରେ ୬୧ ଜଣଙ୍କ ଜୀବନ ଯାଇଛି। ରାବଣପୋଡ଼ି ଚାଲିଥିଲା ବେଳେ ଦର୍ଶକ ଟ୍ରେନ୍‌ ଲାଇନ୍‌ ଉପରକୁ ଆସି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏହି ସମୟରେ ଟ୍ରେନ୍‌ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଘଟଣା ପରେ ଆରୋପ-ପ୍ରତ୍ୟାରୋପକୁ ନେଇ ରାଜନୀତି ମଧ୍ୟ ତେଜିଛି। ସେପଟେ ଏହି ଘଟଣାର ମୁଖ୍ୟ ଆୟୋଜକ ତଥା କଂଗ୍ରେସ ନେତାଙ୍କ ପୁଅ ସୌରଭ ମଦାନଙ୍କୁ ଖୋଜିବାରେ ଲାଗିପଡ଼ିଛି ପୁଲିସ୍। ଯିଏ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍‌ କହିବା ଅନୁଯାୟୀ, […]

gg-1

gg-1

Tapas Behera
  • Published: Sunday, 21 October 2018
  • Updated: 21 October 2018, 07:11 PM IST

Sports

Latest News

ଅମୃତସର:ପଞ୍ଜାବର ଅମୃତସର ଟ୍ରେନ୍‌ ଦୁର୍ଘଟଣାରେ ୬୧ ଜଣଙ୍କ ଜୀବନ ଯାଇଛି। ରାବଣପୋଡ଼ି ଚାଲିଥିଲା ବେଳେ ଦର୍ଶକ ଟ୍ରେନ୍‌ ଲାଇନ୍‌ ଉପରକୁ ଆସି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏହି ସମୟରେ ଟ୍ରେନ୍‌ ଆସିଯିବାରୁ ଦୁର୍ଘଟଣା ଘଟିଥିଲା।

ଏହି ଘଟଣା ପରେ ଆରୋପ-ପ୍ରତ୍ୟାରୋପକୁ ନେଇ ରାଜନୀତି ମଧ୍ୟ ତେଜିଛି। ସେପଟେ ଏହି ଘଟଣାର ମୁଖ୍ୟ ଆୟୋଜକ ତଥା କଂଗ୍ରେସ ନେତାଙ୍କ ପୁଅ ସୌରଭ ମଦାନଙ୍କୁ ଖୋଜିବାରେ ଲାଗିପଡ଼ିଛି ପୁଲିସ୍। ଯିଏ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍‌ କହିବା ଅନୁଯାୟୀ, କଂଗ୍ରେସ ନେତାଙ୍କ ପୁଅ ସୌରଭ ମଦାନ୍‌ ଏହି ରାମଲୀଳାର ମୁଖ୍ୟ ଆୟୋଜକ ଥିଲେ। ଆଉ ଘଟଣା ପରେ ସେ ଫେରାର ହୋଇଯାଇଥିଲେ।

ହେଲେ ଟ୍ରେନ୍‌ ଦୁର୍ଘଟଣାକୁ କେନ୍ଦ୍ରକରି ଏବେ ଏକ ଭିଡିଓ ଫୁଟେଜ୍‌ ସାମ୍ନାକୁ ଆସିଛି। ‌ଏଥିରେ ଦେଖାଯାଉଛି ଯେ, ଅମୃତସର  ଦୁର୍ଘଟଣା ପରେ ତୁରନ୍ତ କେମିତି ସୌରଭ ମଦାନ୍‌ ଗାଡ଼ିରେ ବସି  ଖସିଯାଉଛନ୍ତି। ଘଟଣା ପରେ ସେ କାର୍‌ରେ ବସି ଫେରାର ହୋଇ ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦଶହରା ଦିନ ଅମୃତସରର ଯୋରା ଫାଟକ ନିକଟରେ ରାବଣପୋଡ଼ିର ଆୟୋଜନ କରାଯାଇଥିଲା।

ତେବେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରୁ ବହୁ ଲୋକେ ଟ୍ରେନ୍‌ଲାଇନ୍ ଉପରକୁ ପଳାଇ ଆସିଥିଲେ। ଫଳରେ ଟ୍ରେନ୍‌ ଆସିବାରୁ ଳୋକଙ୍କ ଉପରେ ମାଡ଼ିଯାଇଥିଲା। ଏଥିରେ ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

https://twitter.com/sharadsharma1/status/1053947779620487168

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story