କରୋନା ଭୟରେ ଆତ୍ମହତ୍ୟା କଲେ ଏହି ଭାରତୀୟ

ହାଇଦ୍ରାବାଦ୍‌ : କରୋନା ଭାଇରସ୍‌ ବା କୋବିଡ୍‌ -୧୯ ସଂକ୍ରମଣର ଭୟ ଏପରି ଯେ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଆନ୍ଧ୍ର ପ୍ରଦେଶ ଚିତୁର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ପରିବାରକୁ ଏହି ଭାଇରସ୍‌ ସଂକ୍ରମଣ ହେବା ଭୟରେ ବାଳକୃଷ୍ଣେୟା ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ୫୪ ବର୍ଷୀୟ ବାଳକୃଷ୍ଣେୟାଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ପରିବାର ଲୋକେ ତାଙ୍କୁ ଯାଞ୍ଚ ପାଇଁ ଶନିବାର ଆନ୍ଧ୍ରର ଏକ ସରକାରୀ […]

kkkk

kkkk

Puspanjali Panda
  • Published: Wednesday, 12 February 2020
  • Updated: 12 February 2020, 11:34 AM IST

Sports

Latest News

ହାଇଦ୍ରାବାଦ୍‌ : କରୋନା ଭାଇରସ୍‌ ବା କୋବିଡ୍‌ -୧୯ ସଂକ୍ରମଣର ଭୟ ଏପରି ଯେ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଆନ୍ଧ୍ର ପ୍ରଦେଶ ଚିତୁର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ପରିବାରକୁ ଏହି ଭାଇରସ୍‌ ସଂକ୍ରମଣ ହେବା ଭୟରେ ବାଳକୃଷ୍ଣେୟା ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ ୫୪ ବର୍ଷୀୟ ବାଳକୃଷ୍ଣେୟାଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ପରିବାର ଲୋକେ ତାଙ୍କୁ ଯାଞ୍ଚ ପାଇଁ ଶନିବାର ଆନ୍ଧ୍ରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଯାଞ୍ଚ ପରେ ସେଠାରେ ତାଙ୍କର ୟୁରିନାରୀ ଟ୍ରାକ୍‌ ଇନଫେରସନ୍‌ ଥିବା ଜଣାପଡ଼ିଥିଲା। କିନ୍ତୁ ଡାକ୍ତରଙ୍କ ସହିତ କଥାବାର୍ତ୍ତା ପରେ ତାଙ୍କୁ କରୋନା ଭାଇରସ୍‌ ହୋଇଥିବା ସେ ସନ୍ଦେହ କରିଥିଲେ। ହସ୍ପିଟାଲରୁ ଫେରିବା ପରେ ବାଳକୃଷ୍ଣେୟା ପରିବାର ଲୋକଙ୍କ ସହ ଅଜବ ପ୍ରକାରର ବ୍ୟବହାର କରିଥିଲେ। ପରେ ସୋମବାର ସକାଳେ ସେ ଆତ୍ମହତ୍ୟା କରିଥିଲେ।

ବାଳକୃଷ୍ଣେୟାଙ୍କ ପୁଅଙ୍କ କହିବା ଅନୁସାରେ କୋବିଡ୍‌ ୧୯ ସଂକ୍ରମଣ ହୋଇନାହିଁ ବୋଲି ସେ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଠ ପଢ଼ିନଥିବାରୁ ଡାକ୍ତରଙ୍କ କଥା ବୁଝି ନପାରି କରୋନା ଭାଇରସ୍ ହୋଇଛି ବୋଲି ଚିନ୍ତା କରି ବାରା ଆତ୍ମହତ୍ୟା କରିଥିଲେ।

ଏପରିକି ଇନଫେକସନ୍‌ କାରଣରୁ ଡାକ୍ତର ତାଙ୍କୁ ମୁହଁରେ ମାସ୍କ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ କରୋନା ଭାଇରସ୍‌ ଯୋଗୁଁ ଡାକ୍ତର ଏପରି କହୁଛନ୍ତି ବୋଲି ବାଳକୃଷ୍ଣେୟା ସନ୍ଦେହ କରିଥିଲେ। ତେଣୁ ଏହି ରୋଗ ତାଙ୍କ ପରିବାର ଓ ଗାଁ ଲୋକଙ୍କୁ ନହେଉ ବୋଲି ସେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି।

କୋବିଡ୍‌ -୧୯ରେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୪୪୮୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ ଯୋଗୁଁ ୧୧୧୨ ଲୋକଙ୍କର ମୃତ୍ୟୁ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story