ଆନ୍ଧ୍ରପ୍ରଦେଶ ରାଜମୁନ୍ଦ୍ରୀ ପୁଷ୍କରମେଳାରେ ଦଳାଚକଟା: ୨୭ ମୃତ, ୧୪ ଆହତ

ଆନ୍ଧ୍ର:  ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରୀରେ ଚାଲିଥିବା ଗୋଦାବରୀ ପୁଷ୍କର ମେଳାର ଅଘଟଣ ଘଟିଛି। ଗୋଦାବରୀ ନଦୀ କୂଳରେ ଚାଲିଥିବା  ମେଳାରେ ଦଳାଚକଟା ଘଟି  ୨୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ମଧ୍ୟରେ ୨୫ଜଣ ମହିଳା ରହିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଖବର ମୁତାବକ ଭକ୍ତମାନେ କୋଟାଗୁମ୍ମନମ୍ ଗେଟ ଦେଇ ଭିତରକୁ ପ୍ରବେଶ କରୁଥିବାବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁଃଖଦ ଖବର ପାଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାୟୁଡୁ ସ୍ଥିତିର ଅନୁଧ୍ୟାନ ପାଇଁ […]

andhra-pradesh

andhra-pradesh

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 04:59 PM IST

ଆନ୍ଧ୍ର:  ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରୀରେ ଚାଲିଥିବା ଗୋଦାବରୀ ପୁଷ୍କର ମେଳାର ଅଘଟଣ ଘଟିଛି। ଗୋଦାବରୀ ନଦୀ କୂଳରେ ଚାଲିଥିବା  ମେଳାରେ ଦଳାଚକଟା ଘଟି  ୨୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ମଧ୍ୟରେ ୨୫ଜଣ ମହିଳା ରହିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଖବର ମୁତାବକ ଭକ୍ତମାନେ କୋଟାଗୁମ୍ମନମ୍ ଗେଟ ଦେଇ ଭିତରକୁ ପ୍ରବେଶ କରୁଥିବାବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁଃଖଦ ଖବର ପାଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାୟୁଡୁ ସ୍ଥିତିର ଅନୁଧ୍ୟାନ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହିଘଟଣାରେ  ନ ହେବକୁ ଭକ୍ତମାନଙ୍କୁ ଟ୍ୱିଟରରେ କହିଛନ୍ତି। ଏହାସହ ତିନିଗେଟରେ ପ୍ରବଳ ଭକ୍ତଙ୍କର ଭିଡକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭତ୍ତି କରାଯାଇଛି। ଗୁରୁତର ଥିବା ଭକ୍ତଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତରଣ କରାଯାଇଛି।ମୃତକମାନଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି।ମୃତକଙ୍କ ପରିବାର ପକ୍ଷରୁ ୧୦ଲକ୍ଷ ଟଙ୍କାର ସହାୟତା  ଅର୍ଥରାଶି ଦେବାକୁ ଘୋଷଣା କରିଛନ୍ତି।

୧୪୪ ବର୍ଷରେ ଥରେ ଏହି ପୁଷ୍କରମ୍ ମେଳାର ଆୟୋଜନ ହୋଇଥାଏ। ଏହି ଅବସରରେ ଗୋଦାବରୀ ନଦୀରେ ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଏଠାରେ ପ୍ରବଳ ଭିଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story